ମନୋରଞ୍ଜନ

ଆଜି ହେବ ଡ୍ରାମା କୁଇନଙ୍କ ଆବେଦନର ଶୁଣାଣି

(ମୁମ୍ବାଇ) : ଗିରଫ ହୋଇପାରନ୍ତି ଡ୍ରାମା କୁଇନ ରାକ୍ଷୀ ସାୱନ୍ତ । ରାକ୍ଷୀଙ୍କ ପୂର୍ବତନ ସ୍ବାମୀ ଆଦିଲ ଖାନ ଦୁର୍ରାନି ପୂର୍ବତନ ସ୍ତ୍ରୀଙ୍କ ବିରୋଧରେ ନିଜର ଅଶ୍ଳୀଳ ଭିଡିଓ ଲିକ କରିବା ଘଟଣାକୁ ନେଇ ମାମଲା ରୁଜୁ କରିଛନ୍ତି।

ସୂଚନାନୁଯାୟୀ , ଏଭଳି ମାମଲା ରୁଜୁ ହେବାପରେ ରାକ୍ଷୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଦ୍ବାରସ୍ଥ ହୋଇ ସେ ଅଗ୍ରୀମ ଜାମିନ ପାଇଁ ଦାବି କରିଛନ୍ତି। ରାକ୍ଷୀ ବମ୍ବେ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ ଦେଇ ସୁପ୍ରିମକୋର୍ଟରେ ନିଜର ଆବେଦନ ଦାଖଲ କରିଛନ୍ତି। ଏପ୍ରିଲ ୨୨ ତାରିଖ ସୋମବାର ଦିନ ରାକ୍ଷୀଙ୍କ ଏହି ଆବେଦନର ଶୁଣାଣି ହେବ।

Related posts

ପ୍ରେମିକଙ୍କ ସହ ରୋମାଣ୍ଟିକ ମୁଡ଼ରେ ହ୍ରିତିକଙ୍କ ପୂର୍ବ ପତ୍ନୀ

mahabharatanews

ହାତକୁ ଦି ହାତ ହେବେ ଲାବନ୍ୟା ଓ ବରୁଣ

mahabharatanews

ରିଲିଜ ହେଲା  ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ ଭ୍ୟାକ୍ସିନ୍ ୱାର୍’

mahabharatanews