ଓଡିଶା

ଓଡ଼ିଶାରେ ସଚିନ ପାଇଲଟ

(ଭୁବନେଶ୍ୱର) : ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦର ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଗସ୍ତରେ ଆସିଛନ୍ତି । ବାଲେଶ୍ୱର ପୋଲିସ ଗ୍ରାଉଣ୍ତରେ ଏକ ସାଧାରଣ ସଭାରେ ଯୋଗ ଦେବେ ସିଚିନ୍ ପାଇଲଟ । ଏହାପରେ ଅପରାହ୍ନ ୨ଟା ୪୫ରେ ଭୋଗରାଇ ଥାନା ଛକ ନିକଟରେ ଆୟୋଜିତ ଏକ ସାଧାରଣ ସଭାକୁ ଉଦବୋଧନ ଦେବେ । ସଂଧ୍ୟା ୬ଟାରେ ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ସିଚିନ୍ ପାଇଲଟ ।

Related posts

 ଲକ୍ଷଣକୁ ଅଣଦେଖା ନ କରିବାକୁ ସୁବ୍ରତ ବାଗଚୀ

mahabharatanews

ଦୁର୍ନୀତି ମାମଲାରେ ରାଜଗାଙ୍ଗପୁର ପୌରପାଳିକା ଇଓଙ୍କୁ ୩ ବର୍ଷ ଜେଲ

mahabharatanews

ଦାନା ବାନ୍ଧୁଛି ଲଘୁଚାପ, ୧୩ ରୁ ପ୍ରବଳ ବର୍ଷା

mahabharatanews