ଖେଳଦେଶ ବିଦେଶ

ଗୌହାଟିର ଷ୍ଟାଡିୟମରେ ଚାଲିଛି ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ

ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ । ଗୌହାଟୀ ବର୍ଷାପଡ଼ା ଷ୍ଟାଡିୟମରେ ଖେଳାଯାଉଛି ମ୍ୟାଚ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଦ.ଆଫ୍ରିକା । ଭାରତକୁ ବୋଲିଂ ଆମନ୍ତ୍ରଣ ଦେଇଛି ଭ୍ରମଣକାରୀ ଦଳ । ପ୍ରଥମ ଟେଷ୍ଟ ହାରି ସାରିଥିବାରୁ ଭାରତ ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ତେଣୁ ସବୁ ଶକ୍ତି ଖଟାଇ ଏହି ମ୍ୟାଚ ଜିତିବାକୁ ପ୍ରୟାସ କରିବ ଟିମ୍ ଇଣ୍ଡିଆ ।

Cricket Photos - IND vs SA, 2nd Test Pictures

ଭାରତ ପ୍ଲେଇଙ୍ଗ୍ ଇଲେଭେନ୍ରେ ୨ଟି ପରିବର୍ତ୍ତନ କରିଛି । ଶୁବମନ ଗିଲ୍ ଙ୍କ ସ୍ଥାନରେ ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲଙ୍କ ସ୍ଥାନରେ ସାଇ ସୁଦର୍ଶନକୁ ସ୍ଥାନ ମିଳିଛି । ସେହପରି ଦ.ଆଫ୍ରିକା ଗୋଟିଏ ପରିବର୍ତ୍ତନ କରିଛି । କାର୍ବିନ ବୋସ୍  ଙ୍କ ସ୍ଥାନରେ ସେନୁରାନ ମୁଥୁସାମିଙ୍କ ସୁଯୋଗ ଦେଇଛି । ସିରିଜରେ ୧-୦ରେ ଆଗୁଆ ଅଛି ଦ.ଆଫ୍ରିକା । ଆହତ ହୋଇ ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି କ୍ୟାପ୍ଟେନ ଶୁଭମନ ଗିଲ । ତାଙ୍କ ସ୍ଥାନରେ ରିଷବ ପନ୍ତ ଦଳର ନେତୃତ୍ୱ ନେଇଛନ୍ତି । ପ୍ରଥମ ଦିନ ମଧ୍ୟାହ୍ନ ଭୋଜନ ସୁଦ୍ଧା ଦ.ଆଫ୍ରିକା ଦୁଇ ୱିକେଟ୍ ହରାଇ ୧୫୬ ରନ କରିଥିଲା ।

India vs South Africa 2nd Test LIVE: बावुमा-स्टब्स ने किया भारतीय गेंदबाजों  की नाक में दम, लंच तक स्कोर 154 /2 India vs South Africa 2nd Test LIVE  score update IND vs

Related posts

ବେଗମ ଖାଲେଦା ଜିଆଙ୍କ ଅବଦାନ ଅପାର ଥିଲା

mahabharatanews

୧୦୦ ମିଟର ରେସର ପ୍ରଥମ ରାଉଣ୍ଡରେ ଅଟକିଲେ ଦୂତୀ ଚାନ୍ଦ

mahabharatanews

ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲ୍‌ରୁ ବାଦ କରିବା ପରେ ଜଳୁଛି ବାଂଲାଦେଶ କ୍ରିକେଟ୍ ବୋର୍ଡ

mahabharatanews