ଓଡିଶା

ରାଜ୍ୟରେ ରହିଛନ୍ତି ୧୧ ହଜାର ୩୯୭ ଘର ବାରି ଶୂନ୍ୟ ପରିବାର

ରାଜ୍ୟରେ ରହିଛନ୍ତି ୧୧ ହଜାର ୩୯୭ ଘର ବାରି ଶୂନ୍ୟ ପରିବାର। ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୬ ହଜାର ୭୦୯ ଘର ବାରି ଶୁନ୍ୟ ପରିବାର । ବର୍ତ୍ତମାନ ସୁଦ୍ଧା ୨୫ ହଜାର ୩୧୨ ଘର ବାରି ଶୁନ୍ୟ ପରିବାର ଙ୍କୁ ଦିଆଯାଇଛି ଘରଡିହ ପଟ୍ଟା । ବିଧାୟକ ମନୋହର ରନ୍ଧାରୀ ଙ୍କ ପ୍ରଶ୍ନ ରେ ରାଜସ୍ୱ ମନ୍ତ୍ରୀଙ୍କ ଉତ୍ତର ।

Related posts

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ; 8 ଟି ପ୍ରସ୍ତାବରେ ବାଜିବ ମୋହର

mahabharatanews

 ଜ଼ିରୋ ନାଇଟ ସେଲିବ୍ରେସନ ପାଇଁ ନେବାକୁ ପଡିବ ସ୍ଵତନ୍ତ୍ର ଅନୁମତି 

mahabharatanews

ଜରାଜୀର୍ଣ୍ଣ ସ୍ଥାପତ୍ୟରେ ପୂର୍ଣ୍ଣ ରାଜଧାନୀ ଭୁବନେଶ୍ୱର

mahabharatanews