ଓଡିଶା

ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଉଦଘାଟିତ ହଇଯାଇଛି…

ବଲାଙ୍ଗୀର ଜିଲ୍ଲାର ସଇଁତଲା ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଉଦଘାଟିତ ହଇଯାଇଛି । ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ନବୀନ ଜୈନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମୋନିକା ସିଂ ଭୋଇ,  ସମ୍ମାନିତ ଅତିଥିଭାବେ ଉପାଦକ୍ଷ ଗୁଣସାଗର ମାଝୀ ସଇଁତଲା ସରପଞ୍ଚ ଇଂ, ସୁବ୍ରତ ନାଗ, ଜିଲ୍ଲା ପରିଷଦ ସଭ୍ୟ  ହିମାଞ୍ଚଲ ବୁଡ଼େକ,ପ୍ରମୋଦ ଭୋଇ, ରିତାରାଣୀ ହାତୀ, ସାଂସଦ ଙ୍କ ବ୍ଲକ ନମୋନି ଅକ୍ଷ ରଣା, ପରେଶ ସାହୁ ପ୍ରମୁଖ ଉଦଘାଟନି ଉତ୍ସାବ ରେ ଯୋଗଦାନ କରିଥିବା ବେଳେ କଳା ସଂକୃତି ପରମ୍ପରା କୁ ବଞ୍ଚେଇ ରଖିବା ଶହ ଗ୍ରାମାଞ୍ଚଳ ରେ ଲୁଚି ରହିଥିବା ପ୍ରତିଭା ମାନଙ୍କ କଳାକୁ ପ୍ରଦର୍ଶନ ପାଇଁ ଏକ ଉପଯୁକ୍ତ ମଞ୍ଚ ବୋଲି ଅତିଥି ମାନେ ମନ୍ତବ୍ୟ ଦେଇଥିଲେ। ରାଜ୍ୟ ସରକାର କଳାକାର ମାନଙ୍କୁ ଗୁରୁତ୍ୱ ଦେବା ଶହ କଳାକାର ମାନଙ୍କ କି ଭଲେ ଆଗକୁ ପ୍ରଚାର ପ୍ରସାର ହେବ ସେନେଇ ଗୁରୁତ୍ୱ ଦେଉଛନ୍ତି । କଳାକାର ମାନେ କଳା ପ୍ରଦର୍ଶନ କରିଥିବା ବେଳେ। ବିଚାର କ ଭାବେ  ଆର୍ତ୍ତତ୍ରାଣ ସଡ଼ଙ୍ଗୀ,  ବିଳମ୍ବ କୁମ୍ଭାର, ହୀରାଧର ଗହୀର,ରାଜକିଶୋର କୁଆଁର, ପର୍ଶୁରାମ ପୁଟେଲ, ଧନେଶ୍ୱର ଦାସ ,ଜଗନ୍ନାଥ ମୁଦୁଲି, ମହେନ୍ଦ୍ର ତାଣ୍ଡି,ବାଞ୍ଛା ବୁଡ଼େକ, ଦୀପକ ନାଗ, ଯୋଗଦେଇଥିଲେ ।

Related posts

ବହୁଜନ କ୍ରାନ୍ତି ମୋର୍ଚ୍ଚାର ଭାରତ ବନ୍ଦ ଡାକରା

mahabharatanews

ଖଟତଳେ ରଖନ୍ତୁ ଏହି ଜିନିଷ ଦୂର ହେବ ଅନେକ ସମସ୍ୟା

mahabharatanews

୬୬ଟି ଗେଟ୍‌ ଖୋଲିଦେଲା ଛତିଶଗଡ଼ 

mahabharatanews