ଓଡିଶା

ସରକାରୀ କର୍ମଚାରୀ ପଢିବେ AI ଓ ସାଇବର ସୁରକ୍ଷା ପାଠ୍ୟକ୍ରମ

ସରକାରୀ କର୍ମଚାରୀ ପଢିବେ AI ଓ ସାଇବର ସୁରକ୍ଷା ପାଠ୍ୟକ୍ରମ। AI ଓ ସାଇବର ସୁରକ୍ଷା ପାଠ୍ୟକ୍ରମ ଶେଷ କରୁଥିବା କର୍ମଚାରୀ ଙ୍କ ବଢିବ ରାଜ୍ୟର ରାଙ୍କି। ପ୍ରତି ମାସରେ ଅତିକମ ରେ ଗୋଟିଏ ପାଠ୍ୟକ୍ରମ ପଢିବେ। ରାଜ୍ୟର ରାଙ୍କିଂକୁ ଉନ୍ନତ କରିବା ପାଇଁ, ତିନୋଟି ପ୍ରମୁଖ କ୍ଷେତ୍ରରେ କାର୍ଯ୍ୟଦକ୍ଷତାକୁ ସୁଦୃଢ଼ ​​କରିବାକୁ ପଡିବ। ସକ୍ରିୟ ଉପଭୋକ୍ତାଙ୍କ ବିଭାଗୀୟ କଭରେଜ୍ ବୃଦ୍ଧି କରିବା।

ଗୋଟିଏରୁ ଅଧିକ ପାଠ୍ୟକ୍ରମ ସମାପ୍ତ କରୁଥିବା କର୍ମଚାରୀଙ୍କ ରାଙ୍କିଂକୁ ବୃଦ୍ଧି କରାଯିବ। ସରକାରୀ ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୨୬ ସୁଦ୍ଧା ୩ ଲକ୍ଷ ୮୮ ହଜାର ୮୫୪ ଜଣ କର୍ମଚାରୀ ଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ୧୮ ଲକ୍ଷ ୮୦ ହଜାର ୩୩୨ ଜଣ କର୍ମଚାରୀ ପଞ୍ଜିକୃତ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୧୨ ଲକ୍ଷ ୪୫ ହଜାର ୯୫୬ ଜଣ ଏଆଇ ସମ୍ପର୍କିତ ପାଠ୍ୟ କ୍ରମ ଶେଷ କରି ସାରିଛନ୍ତି।

Related posts

ବିଫଳ ହେଲା ଏସବିଆଇ ଏଟିଏମ ଲୁଟ ଉଦ୍ୟମ

mahabharatanews

ଶୁଣିଲାନି ପ୍ରଶାସନ, ଗାଁ ରାସ୍ତା ତିଆରି କଲେ ଯୁବଗୋଷ୍ଠୀ

mahabharatanews

ସରିଲା ରାଜ୍ୟ କ୍ୟାବିନେଟ ବୈଠକ

mahabharatanews