ଅପରାଧଓଡିଶା

ଅଶ୍ଳୀଳତା ନାଚ ପ୍ରଦର୍ଶନ ନେଇ କାରଣ ଦର୍ଶାଅ ନୋଟିସ

ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଏକ ଦଣ୍ଡ ଦଳ ଦ୍ୱାରା ଅଶ୍ଳୀଳତା ପ୍ରଦର୍ଶନ ହେତୁ ୫ ଜଣ ଆୟୋଜକଙ୍କ ଉପରେ ପୋଲିସ କେସ୍ ଦାୟର କରିଛି । ଏନେଇ ଛତ୍ରପୁର ତହସିଲଦାର,କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛନ୍ତି। ସେମାନେ ସଠିକ ଉତ୍ତର ରଖି ନ ପାରିଲେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜ଼ିଲ୍ଲା ପ୍ରଶାସନ ଆଉ ଥରେ ସ୍ପଷ୍ଟ କରୁଛି ଯେ,ବ୍ୟାପକ ଜନ ସଚେତନତା ସତ୍ତ୍ୱେ ଗଞ୍ଜାମ ଜିଲ୍ଲାରେ ଦଣ୍ଡ ନାଚରେ ଅଶ୍ଳୀଲତା ବନ୍ଦ ହେଇପାରିନାହିଁ। ଯେଉଁଠି ବି ଅଶ୍ଳୀଳତା ପ୍ରକାଶ ପାଇବ ଆୟୋଜକଙ୍କ ଉପରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ତାଗିଦ୍ କରାଯାଇଛି ।

Related posts

ଶ୍ରୀମନ୍ଦିର ନିତିକାନ୍ତିରେ ବିଳମ୍ବ, ଅଦନ୍ତୋଷ ପ୍ରକାଶ କରିଲେ ଭକ୍ତ

mahabharatanews

୭୦ କୋଟିରୁ ବଢ଼ିପାରେ ବିପିଏଲ ସଂଖ୍ୟା,ବଦଳିପାରେ   BPL ର ନିୟମ !

mahabharatanews

ବିଡିଏ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews