ଓଡିଶା

ବର୍ଷା ସମୟରେ ଡିଭାଇଡର ଉପରେ ଚଢ଼ିଗଲା କାର…

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଷ୍ଟାଟ ବ୍ୟାଙ୍କ ନିକଟରେ ଥିବା ମୁଖ୍ୟ ରାସ୍ତା ରେ ଥିବା ଡିଭାଇଡର ଉପରେ  କାର ଟି ଚଢ଼ିଯାଇ ଥିଲା। ଫଳରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା।ଲୋକଙ୍କ କହିବା ଅନୁସାରେ ଏଠାରେ କୌଣସି ସତର୍କ ସୂଚନା ବା ସଚେତନତା ନ ଥିବାରୁ ଏହିଭଳି ଘଟଣା  ଘଟୁଥିବାର  ଦେଖିବାକୁ ମିଳିଛି। ଏହି ଭଳି ବାରମ୍ବାର ବାରମ୍ବାର ଘଟୁଛି।

Related posts

ତାପଙ୍ଗ ଖଣିରୁ ମିଳିଲା ଓମ୍ ଙ୍କ ମୃତଦେହ

mahabharatanews

ଭୁବନେଶ୍ୱର ବିମାନ ବନ୍ଦରରେ ହାଇ ଆଲର୍ଟ

mahabharatanews

ଏନଏବିଇଟି କ୍ୟୁସିଆଇ ରାଙ୍କି: କିଟ ପଲ୍ଲିଟେକନିକ ରାଜ୍ୟର ଶ୍ରେଷ୍ଠ କଲେଜ

mahabharatanews