ମନୋରଞ୍ଜନ

‘ଆଦିପୁରୁଷ’ ବିରୋଧରେ ଅଭିଯୋଗ

(ମୁମ୍ବାଇ) : ଫିଲ୍ମ ‘ଆଦିପୁରୁଷ’ ଜୁନ୍‌ ୧୬ ତାରିଖରେ ରିଲିଜ୍‌ ହେବ। ‘ରାମାୟଣ’  ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନ ଅଭିନୟ କରିଛନ୍ତି । ଫିଲ୍ମଟିର ଟ୍ରେଲର୍‌ ରିଲିଜ୍‌ ହେବା ପରେ ଏହା ରେକର୍ଡ ଭଙ୍ଗ କରିଛି।

ଏହି ଅଭିଯୋଗ ସନାତନ ଧର୍ମ ପ୍ରଚାରକ ସଞ୍ଜୟ ଦୀନାନଥ ତିୱାରୀଙ୍କ ଦ୍ବାରା କରାଯାଇଛି  ।  ବମ୍ବେ ହାଇକୋର୍ଟର ଓକିଲ ଆଶିଷ ରାଏ ଓ ପଙ୍କଜ ମିଶ୍ରାଙ୍କ ମାଧ୍ୟମରେ ଏହି ଅଭିଯୋଗ କରିଛନ୍ତି। ଏହି କ୍ରମରେ ଗଲେ ସିବିଏଫସି ନିକଟରେ ସିନେମା ବିରୋଧରେ ଅଭିଯୋଗ କରାଯାଇଛି।

 ସୂଚନାନୁଯାୟୀ,  ଏହି କାରଣରୁ ସିନେମାରେ ବି ଏମିତି କିଛି ଭୁଲ ଥାଇପାରେ ଯାହାକି ଆପତ୍ତିଜନକ ରହିବାର ସମ୍ଭାବନା ରହିଛି। ଏଥିସହିତ ଏହା ବି ଭୟ ରହିଛି କି ଯଦି ଭୁଲ ରହିଥିବ ତେବେ ଭବିଷ୍ୟତରେ ସନାତନ ଧର୍ମର ଲୋକଙ୍କର ଧାର୍ମିକ ଭାବନାରେ  ଆଘାତ ପହଞ୍ଚିବ।

 

 

Related posts

୨୧ରେ ଆସୁଛି ବରୁଣ ଓ ଜାହ୍ନବୀଙ୍କ ଫିଲ୍ମ ‘ବୱାଲ’

mahabharatanews

ସିନେମାହଲ ପରେ ଓଟିଟିରେ ରିଲିଜ ହେବ ଫିଲ୍ମ ‘ଧୁରନ୍ଧର’

mahabharatanews

ବିମାନଯାତ୍ରା କରି ଚର୍ଚ୍ଚାରେ ବଲିଉଡ଼ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ

mahabharatanews