ମନୋରଞ୍ଜନ

ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ତାପସୀ

(ମୁମ୍ବାଇ) : ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବଲିଉଡର ଅଭିନେତ୍ରୀ ତାପସୀ ପନ୍ନୁ  । ଏହି ଖୁସି ଖବରଟି ହେଉଛି ଫ୍ୟାନ୍ସଙ୍କ ପ୍ରିୟ ଅଭିନେତ୍ରୀ ଖୁବଶୀଘ୍ର ତାଙ୍କ ଦୀର୍ଘ ଦିନର ବୟପ୍ରେଣ୍ଡ ମାଥିଆସ ବୋଙ୍କୁ ବିବାହ କରିବାକୁ ଯାଉଛନ୍ତି । ଚଳିତବର୍ଷ ମାର୍ଚ୍ଚରେ ତାପସୀ ହାତରୁ ଦୁଇହାତ ହୋଇ ଏକ ନୂଆ ଜୀବନର ଆରମ୍ଭ କରିବେ।

ସୂଚନାନୁଯାୟୀ , ଉଦୟପୁରରେ ତାପସୀ ପନ୍ନୁ ମାଥିଆସ ବୋଙ୍କୁ ଦୀର୍ଘ ୧୦ ବର୍ଷ ହେବ ଭଲ ପାଇ ଆସୁଥିଲେ। ଶେଷରେ ଏହି  ସମ୍ପର୍କ ଖୁବ ଅଳ୍ପଦିନ ମଧ୍ୟରେ ବିବାହରେ ପରିଣତ ହେବ। ଯାହାକୁ ନେଇ ତାପସୀ ଓ ମାଥିଆସଙ୍କ ପରିବାର ସଦସ୍ୟ ବି ବେଶ ଖୁସି ଅଛନ୍ତି। ବିବାହ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Related posts

ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲା ; ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଆଶ୍ଵସ୍ତି

mahabharatanews

ରେକର୍ଡ କଲା ଫିଲ୍ମ ‘ପୁଷ୍ପା’; ୭ ମିଲିୟନ୍ ଲାଇକ୍ 

mahabharatanews

ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ମୁମ୍ବାଇ ହସ୍ପିଟାଲରେ ଭର୍ତ୍ତି

mahabharatanews