ମନୋରଞ୍ଜନ

 ଶଶୁର ଓ ସ୍ବାମୀ ବଚ୍ଚନଙ୍କ ନଜର ଆସିଲେ ଐଶ୍ବର୍ଯ୍ୟା

(ମୁମ୍ବାଇ) : ଛାଡପତ୍ର ବିବାଦ ଭିତରେ ବିଶ୍ବ ସୁନ୍ଦରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ଶଶୁର ଅମିତାଭ ବଚ୍ଚନଙ୍କ ସହ ମିଶି ସ୍ବାମୀ ଅଭିଷେକ ବଚ୍ଚନଙ୍କ କବାଡ଼ି ଟିମ୍‌ ପାଇଁ ‘ଚିୟର୍‌’ କରୁଥିବାର ଦେଖିବାକୁ ମିଳିଛି। ଷ୍ଟାର ସ୍ପୋର୍ଟସ ଏହି ଭିଡିଓକୁ ‘ଏକ୍ସ’ରେ ସେୟାର କରିଥିଲା, ଯାହା ମ୍ୟାଚ ସମୟରେ ନିଆଯାଇଥିଲା। ଏଥିରେ ଆରାଧ୍ୟାଙ୍କ ଭିନ୍ନ ହେୟାର ଷ୍ଟାଇଲ ଦେଖିବାକୁ ମିଳିଥିଲା ​।ସ୍ୱାମୀଙ୍କ ଦଳର ବିଜୟକୁ ନେଇ ଐାଶ୍ବର୍ଯ୍ୟା ମଧ୍ୟ ଖୁସି ବ୍ୟକ୍ତ କରୁଥିବା ଦେଖିବାକୁ ମିଳିଥିଲା।

ସୂଚନାନୁଯାୟୀ , ସେ ତାଙ୍କ କବାଡି ଟିମ୍‌ ‘ଜୟପୁର ପିଙ୍କ୍‌ ପାନ୍ଥର’ ପାଇଁ ଖୁସି ଥିବା ଦେଖିବାକୁ ମିଳିଥିଲା। ଜାନୁଆରୀ ୬ ତାରିଖ ଶନିବାର ରାତିରେ ସେମାନେ ସମସ୍ତେ ମୁମ୍ବାଇର ସର୍ଦ୍ଦାର ବଲ୍ଲବଭାଇ ପଟେଲ ଇନଡୋର ଷ୍ଟାଡିୟମରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ପ୍ରୋ କବାଡି ଲିଗରେ ଯୋଗ ଦେଇଥିଲେ।

Related posts

ଧମାଲ କରୁଛି ‘ବଡେ ମିଆଁ ଛୋଟେ ମିଆଁ’

mahabharatanews

ଶାନ୍ତିର ସହ ରାମଲଲ୍ଲାଙ୍କୁ ଦର୍ଶନ କରିପାରିଲେନି ଅରୁଣ

mahabharatanews

ବିଜେପି ଛାଡିଲେ ଅଭିନେତ୍ରୀ ଜିନା ସାମଲ 

mahabharatanews