ମନୋରଞ୍ଜନ

ଯାଦୁର ମା’ଭାବେ ଟ୍ରୋଲ ହେଲେ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାଏ

(ମୁମ୍ବାଇ) :  ଟ୍ରୋଲ ହେଲେ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାଏ ।  ନିକଟ‌ରେ ଆୟୋଜିତ ହୋଇଥିବା କାନ୍ସ ଫେଷ୍ଟିଭାଲରେ ଅଭିନେତ୍ରୀମାନେ ନିଜନିଜ ଜଲୱା ଦେଖାଇଛନ୍ତି। ଏହି ତାଲିକାରେ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାଏ ବି ସାମିଲ ହୋଇଥିଲେ। ସେ ଯେଉଁଭଳି ପୋଷାକ ପିନ୍ଧି କାନ୍ସ ଫେଷ୍ଟିଭାଲରେ ଓହ୍ଲାଇଥିଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସୂଚନାନୁଯାୟୀ, କାନ୍ସ ଫେଷ୍ଟିଭାଲର ତୃତୀୟ ଦିନରେ ଐଶ୍ବର୍ଯ୍ୟା ‌ଡିଜାରଇନର ଲେବଲ ସୋଫିଇ କୋଉଚରଙ୍କ ଦ୍ବାରା ତିଆରି ହୋଇଥିବାଡ ସିଲଭର ଗାଉନ ପିନ୍ଧି ରେଡ କାର୍ପେଟରେ ପହଞ୍ଚିଥିଲେ। ସୋସିଆଲ ମିଡିଆ ବ୍ୟବହାରକାରୀ ଐଶ୍ବର୍ଯ୍ୟାଙ୍କୁ ଟ୍ରୋଲ କରି କହିଛନ୍ତି,‘ ସିନେମା କୋଇ ମିଲ ଗେୟା’ରେ ଥିବା ଯାଦୁର ମା’ ଆସିଗଲେ।’

Related posts

କମିଲା ଫିଲ୍ମ ‘ଆଦିପୁରୁଷ’ର ଟିକେଟ୍‌ ମୂଲ୍ୟ

mahabharatanews

‘ଟାଇଗର-୩’କୁ ନେଇ ଏପରି କିଛି କହିଲେ ସଲମାନ ଖାନ

mahabharatanews

ମହିଳାଙ୍କୁ କିସ୍ କରି ଚର୍ଚାରେ ସଲମାନ ଖାନ  

mahabharatanews