ରାଜନୀତି

ପୁଣି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ….

(ଭୁବନେଶ୍ୱର): ଆଜି ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନ । ମାତ୍ର ଚାଲିପାରିଲାନି ପ୍ରଶ୍ନକାଳ । ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବାରୁ ପୁଣି ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଗୃହ ମଧ୍ୟରେ ବିଜେପି ଓ କଂଗ୍ରେସ ସଦସ୍ୟ ହୋହାଲ୍ଲା ଓ ନାରାବାଜି କରିଥିଲେ । ଏହାକୁ ନେଇ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ୧୧:୩୦ରେ ପୁର୍ନବାର ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ସମାନ ପ୍ରସଙ୍ଗ ନେଇ ଗୃହରେ ଟଟ୍ଟଗୋଳ କରିଥିଲେ ବିରୋଧୀ ସଦସ୍ୟ

Related posts

ସିଏଏକୁ ନୁହେଁ ବିକାଶକୁ ଲୋକେ ପସନ୍ଦ କରିଛନ୍ତି: ମମତା

mahabharatanews

ଦ୍ୱିତୀୟ ଥର ଲୋକସଭା ବଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍ ବିର୍ଲା

mahabharatanews

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା

mahabharatanews