ରାଜନୀତି

ପୁଣି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ….

(ଭୁବନେଶ୍ୱର): ଆଜି ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନ । ମାତ୍ର ଚାଲିପାରିଲାନି ପ୍ରଶ୍ନକାଳ । ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବାରୁ ପୁଣି ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଗୃହ ମଧ୍ୟରେ ବିଜେପି ଓ କଂଗ୍ରେସ ସଦସ୍ୟ ହୋହାଲ୍ଲା ଓ ନାରାବାଜି କରିଥିଲେ । ଏହାକୁ ନେଇ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ୧୧:୩୦ରେ ପୁର୍ନବାର ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ସମାନ ପ୍ରସଙ୍ଗ ନେଇ ଗୃହରେ ଟଟ୍ଟଗୋଳ କରିଥିଲେ ବିରୋଧୀ ସଦସ୍ୟ

Related posts

ପିସିସି ସଭାପତି ଦୌଡ଼ରେ ୫ ହେଭିୱେଟଙ୍କ ନାଁ

mahabharatanews

କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ କଙ୍ଗନାଙ୍କ ମା’ ଆଶା

mahabharatanews

ଡବଲ ଇଞ୍ଜିନ୍ ଡବଲ ନୈରାଶ୍ୟ: ନବୀନ

mahabharatanews