ମନୋରଞ୍ଜନ

ଅଲଗା ହେବାକୁ ନେଇ ମୁହଁ ଖୋଲିଲେ ଭିକ୍କି

(ମୁମ୍ବାଇ) : ବିଗବସ ୧୭ରେ ଅଙ୍କିତା ଲୋଖଣ୍ଡେ ଓ ଭିକ୍କି ଜୈନ ଖୁବ ଚର୍ଚାରେ ଥିଲେ। ଏହାକୁ ନେଇ ଫ୍ୟାନ୍ସମାନେ ଅନୁମାନ କରୁଥିଲେ କି ବୋଧେ ହୁଏ ଦୁହିଁଙ୍କ ସମ୍ପର୍କ‌ରେ ଫାଟ ସୃଷ୍ଟି ହୋଇଯାଇଛି । ବିଗବସ-୧୭ ଶେଷ ହେବା ପରେ ଭିକ୍କି ଅଙ୍କିତାଙ୍କ ସହିତ କିପରି ସମ୍ପର୍କ ଅଛି ସେ ସବୁକୁ ବଖାଣି କହିଛନ୍ତି ।

ସୂଚନାନୁଯାୟୀ , ଭିକ୍କି କହିଛନ୍ତି, ‘ମୋର ଓ ଅଙ୍କିତାଙ୍କ ମଧ୍ୟରେ ଖୁବ ସୁନ୍ଦର ସମ୍ପର୍କ ଅଛି। ଆମ ସମ୍ପର୍କରେ  ମନଖୋଲି କଥା ହେବାର ସ୍ବାଧୀନତା ରହିଛି। ବିଗବସରେ ଆମ ସହିତ ଆହୁରି ଅଜଣା ୧୭ଜଣ ଲୋକ ସେଠାରେ ଥିଲେ। ସମସ୍ତଙ୍କ ସହିତ ଖାପଖୁଆଇ ଚଳିଲା ବେଳକୁ ଆମ ମଧ୍ୟରେ ଝଗଡ଼ା ଲାଗି ଯାଉଥିଲା। କୌଣସି ବି ପରିସ୍ଥିତରେ ଆମେ ଦୁହେଁ ଅଲଗା ହେବୁ ନାହିଁ। ଆମ ମଧ୍ୟରେ ସବୁ କିଛି ଠିକ ଚାଲିଛି। କାରଣ ପରସ୍ପର ଉପରେ ଆମର ବିଶ୍ବାସ ଅଛି।

Related posts

କାନ୍ଧରେ ହାତ ରଖିବା ବିଜେପି ନେତାଙ୍କୁ ପଡିଲା ମହଙ୍ଗା

mahabharatanews

ବଢୁଛି ରଜନୀକାନ୍ତଙ୍କ କ୍ରେଜ; ଧମାଲ କରୁଛି  ଫିଲ୍ମ ‘ଜେଲର’ 

mahabharatanews

ଭାଇ କହି ଆଦିଲଙ୍କ ସହ ରୋମାଣ୍ଟିକ୍ ମୁଡ଼ରେ ଶର୍ଲିନ୍

mahabharatanews