ମନୋରଞ୍ଜନ

ଭାଇ କହି ଆଦିଲଙ୍କ ସହ ରୋମାଣ୍ଟିକ୍ ମୁଡ଼ରେ ଶର୍ଲିନ୍

(ମୁମ୍ବାଇ) :  ବଲିଉଡର କାହାଣୀ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଭାଇ ବୋଲି କହି ରାଖି ବାନ୍ଧିଥିବା ଶର୍ଲିନ୍ ଚୋପ୍ରା ଏବେ ଆଦିଲଙ୍କ ସହ ରୋମାଣ୍ଟିକ୍ ମୂଡ଼ରେ ଭାଇରଲ ହେଉଛି ଫୋଟୋ । ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଶର୍ଲିନ ଆଦିଲଙ୍କୁ ନିଜ ଆଡକୁ ଟାଣୁଥିବା ଦେଖାଯାଇଛି। ଏହି ସମୟରେ ଦୁହେଁ ପରସ୍ପର ସହ ରୋମଣ୍ଟିକ ହେଉଛନ୍ତି। ଏହା ପରେ ଆଦିଲ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଶ୍ନ କରୁଛନ୍ତି ଯେ, ଆମେ ସାଥିରେ ଭଲ ଦିଶୁଛୁ କି?

ସୂଚନାନୁଯାୟୀ , ପୂର୍ବ ସ୍ବାମୀ ଆଦିଲ ଖାନ ଦୁରାନୀଙ୍କ ସହ ବିବାଦ ମଧ୍ୟରେ ଶତ୍ରୁ ଶର୍ଲିନ୍ ଚୋପ୍ରାଙ୍କ ସହ ବନ୍ଧୁତା କରିଥିଲେ ବଲିଉଡ ଅଭିନେତ୍ରୀ ରାଖି ସାୱନ୍ତ। ଏମିତି କି ଶର୍ଲିନ, ରାଖିଙ୍କୁ ନିଜ ଭଉଣୀ କହିଥିଲେ। ରାକ୍ଷୀ ସହ ଶତ୍ରୁତା କରି ଆଦିଲ ଜେଲରୁ ବାହାରକୁ ଆସିବାରୁ ଶର୍ଲିନ୍ ତାଙ୍କୁ ସମର୍ଥନ କରି ଭାଇ ବୋଲି କହିଥିଲେ। ଏହା ସହ ସେ ତାଙ୍କ ହାତରେ ରାଖି ମଧ୍ୟ ବାନ୍ଧିଥିଲେ। କିନ୍ତୁ ଭାଇ ବୋଲି କହିବା ପରେ ଏବେ ଆଦିଲଙ୍କ ସହ ଶର୍ଲିନ୍ ରୋମାଣ୍ଟିକ ହେବା, ସମସ୍ତେ ଏହାକୁ ସମାଲୋଚନା କରୁଛନ୍ତି ।

Related posts

ରିଲିଜ ହେଲା ଭାଇଜାନଙ୍କ ଫିଲ୍ମ ଟାଇଗର-୩ର ଟିଜର

mahabharatanews

ନକଲି କିଙ୍ଗ୍ ଖାନଙ୍କୁ ଦେଖି  ହସି ହସି ବେଦମ ଭାଇଜାନ  

mahabharatanews

ଏହି ତାରିଖରେ ଫିଲ୍ମ ‘ପୁଷ୍ପା : ଦ ରୁଲର

mahabharatanews