ମନୋରଞ୍ଜନ

ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ଅଙ୍କିତା ଲୋଖଣ୍ତେ 

(ମୁମ୍ବାଇ) : ରଣଦୀପ ହୁଡାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘Swatantrya Veer Savarka’ ଚଳିତ ମାର୍ଚ୍ଚରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଲିଡ୍ ରୋଲରେ ନଜର ଆସିବେ ଅଙ୍କିତା ଲୋଖଣ୍ତେ । ‘ବିଗ୍ ବସ୍ 17’ ପରେ ଅଙ୍କିତା ଲୋଖଣ୍ଡେ ବର୍ତ୍ତମାନ ‘Swatantrya Veer Savarka’ ନାମକ ଏକ ଚଳଚ୍ଚିତ୍ର ଜରିଆରେ ବଲିଉଡରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ।

ସୂଚନାନୁଯାୟୀ , ଅଭିନେତ୍ରୀ ରଣଦୀପ ହୁଡାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଏକ ଅଂଶ ହେବାକୁ ଯାଉଛନ୍ତି ଯେଉଁଥିରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ରଣଦୀପ ହୁଡା, ଅଙ୍କିତା ଲୋଖଣ୍ଡେ ଏବଂ ଅମିତ ସିଆଲଙ୍କ ଅଭିନୀତ ଏହି ଫିଲ୍ମ ୨୨ ମାର୍ଚ୍ଚ ୨୦୨୪ରେ ପ୍ରେକ୍ଷାଳୟରେ ଦୁଇଟି ଭାଷାରେ – ହିନ୍ଦୀ ଏବଂ ମରାଠୀରେ ମୁକ୍ତିଲାଭ କରିବ।

Related posts

କଙ୍ଗନାଙ୍କ ‘ତେଜସ୍’ଦେଖି ଯୋଗୀଙ୍କ ଆଖିରେ ଲୁହ

mahabharatanews

ସନା ଖାନଙ୍କ ଘରକୁ ଆସିଲା କୁନି ଅତିଥି

mahabharatanews

ଆରପାରିରେ ଟେଲି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ : ୪୬ ବର୍ଷ ବୟସରେ ସିଦ୍ଧାନ୍ତଙ୍କ ଅକାଳ ବିୟୋଗ 

mahabharatanews