ଓଡିଶା

 ଆଜି ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ

(ଭୁବନେଶ୍ୱର) :  ଆଜି ସକାଳ ସାଢ଼େ ୯ଟାରେ ହେବ ବାଚସ୍ପତି ନିର୍ବାଚନ । ଗତକାଲି ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରମିଳା ମଲ୍ଲିକ । ତେବେ ଏହି ସମୟର ବିଜେଡିର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଭେଟିଥିଲେ ପ୍ରମିଳା ମଲ୍ଲିକ । ତେବେ ଓଡିଶା ବିଧାନସଭା ଦେଖିବ ପ୍ରଥମ ମହିଳା ବାଚସ୍ପତି । ଏହା ସମଗ୍ର ରାଜ୍ଯ ଏହା ଖୁସିର ବିଷୟ ବୋଲି ବିଜେଡି ନେତାମାନେ କହିଥିଲେ ।

ସୂଚନାନୁଯାୟୀ,  ପାର୍ଥିପତ୍ର ଦାଖଲ ପୂର୍ବରୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ପ୍ରମିଳା ମଲ୍ଲିକ । ପ୍ରମିଳା ରାଜସ୍ୱ, ବିପର୍ଯ୍ୟୟ ପରିଚାଳନା ଓ ଅନ୍ୟାନ୍ୟ ବିଭାଗରେ ମନ୍ତ୍ରୀ ଥିଲେ ପ୍ରମିଳା । ତେବେ ପ୍ରଥମେ ମନ୍ତ୍ରୀ ପୂର୍ବରୁ ଇସ୍ତଫା ଦେବା ପରେ ସେ ନାମାଙ୍କନ ଭାରିଥିଲେ । ୨୨ ତାରିଖରେ

Related posts

ଗଛରେ ପିଟି ହେଲା କାର, ୪ ମୃତ

mahabharatanews

ବାଲ୍ୟ ବିବାହ,ଶିଶୁ ଚାଲାଣ ଓ ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ସମ୍ବନ୍ଧୀୟ ସଚେତନତା

mahabharatanews

୯ ରୁ ୧୯ ପର୍ଯ୍ୟନ୍ତ ବିଜେପି ପାଳିବ ବିଭିନ୍ନ କାର୍ଯ୍ୟକ୍ରମ

mahabharatanews