ମନୋରଞ୍ଜନ

‘ବିଗବସ ସିଜନ ୧୭’: ଭୋ ଭୋ କାନ୍ଦିଲେ ଅଙ୍କିତା ଲୋଖଣ୍ଡେ 

(ମୁମ୍ବାଇ) :  ‘ବିଗବସ ସିଜନ ୧୭’ରେ ଭୋ ଭୋ ଅଙ୍କିତା କାନ୍ଦିଲେ ଲୋଖଣ୍ଡେ । ତେବେ ସେ ତାଙ୍କ ମାଙ୍କୁ ଦେଖି କାନ୍ଦିଥିବା  ପ୍ରସାରଣ ହୋଇଯାଇଛି। କେବେଳ ସେତିକ ନୁହେଁ  ଭିକ୍କିଙ୍କ ମା’ ରଞ୍ଜନା ଜୈନ ଉପସ୍ଥିତ ରହିଛନ୍ତି। ଏଥିରେ ଦୁଇମା’ ଅଙ୍କିତା ଓ ଭିକ୍କିଙ୍କ ଖେଳକୁ ନେଇ ଆଲୋଚନା କରିଛନ୍ତି। ଏହି ସୋ’ ପୁରା ନୂଆ ରଙ୍ଗରେ ନୂଆ ରୂପରେ ପରଦାକୁ ଫେରିଛି। ଏଥିରେ ନୂଆନୂଆ ସେଲିବ୍ରିଟିଙ୍କ ଝଲକ ଦେଖିବାପରେ ଫ୍ୟାନମାନେ ବି ଖୁବ ଉତ୍ସାହର ସହ ଏହି ସୋ’କୁ ଦେଖୁଛନ୍ତି।

ସୂଚନାନୁଯାୟୀ ,ଭିକ୍କିଙ୍କ ମା’ ଯୋଡ଼ିଙ୍କୁ ସୋ’ ଭିତରେ ଖରାପ ଝଗଡ଼ା ବିଷୟରେ ‌ଆଲୋଚନା କରି କହୁଛନ୍ତି, ‘ଘର ଭିତରେ ତୁମ ଦୁହିଁଙ୍କ ମଧ୍ୟରେ କେତେ ଭଲ ବୁଝାମଣା ଥିଲା। କେବେ ବି ଝଗଡ଼ା ଲାଗିନାହିଁ କିନ୍ତୁ ପରଦାରେ ତୁମ ଦୁହିଁଙ୍କୁ ଏଭଳି ଲଢ଼ୁଥିବା ଦେଖି ମୋତେ ଆଦୌ ଭଲ ଲାଗୁନାହିଁ। ପରସ୍ପର ସହିତ ସ୍ନେହ ଓ ପ୍ରେମରେ ମିଶ ଝଗଡ଼ାକର ନାହିଁ।’

Related posts

ବଲିଉଡରେ ଡେବ୍ୟୁ କରିବେ ଉର୍ଫି

mahabharatanews

ଏକାଠି ଠୁମକା ଲଗାଇଲେ କରିସ୍ମା ଓ ମାଧୁରୀ

mahabharatanews

୧୧ ଅଗଷ୍ଟରେ ରିଲିଜ ହେବ ଖିଲାଡୀ ବୟଙ୍କ ଫିଲ୍ମ  ‘OMG 2’

mahabharatanews