ଓଡିଶା

୩ରୁ ପକ୍ଷୀ ଗଣନା  

(ଚିଲିକା) : ଦିନକୁ ଦିନ ପାରଦ ତଳମୁହାଁ ହେବାରେ ଲାଗିଛି । ଶୀତ ବଢ଼ିବା ସାଙ୍ଗକୁ ଓଡ଼ିଶାର ପକ୍ଷୀ ଅଭୟାରଣ୍ୟ ‘ମଙ୍ଗଳାଯୋଡି’ଚମକିବାରେ ଲାଗିଲାଣି । ଏ ପକ୍ଷୀମାନଙ୍କର ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ବି ପ୍ରସ୍ତୁତି ଆରମ୍ଭ କରି ଦେଲାଣି। ଆସନ୍ତା ୩ତାରିଖରୁ ପକ୍ଷୀ ଗଣନା ପାଇଁ ବିଭାଗୀୟ ପ୍ରସ୍ତୁତି ସରିଲାଣି। 

ସୂଚନାନୁଯାୟୀ , ଚିଲିକା,ନଳବଣ, ସାତପଡ଼ା ଆଦି ବିଭିନ୍ନ ଅଞ୍ଚଳରେ ଏକକାଳୀନ ଗଣନା ଚାଲିବ। ଏଥିରେ ମୋଟ୍ ଉପରେ ପ୍ରାୟ ଶହେରୁ ଅଧିକ ଟିମ୍‌ ସାମିଲ୍ ହେବ। ମଙ୍ଗଳାଯୋଡିର ମୋଟ୍ ୨୧ଟି ସ୍ଥାନରେ ପକ୍ଷୀଙ୍କର ଗଣନା କରାଯିବ। ଏଥିପାଇଁ ଆସନ୍ତା ୩ତାରିଖ ଦିନ ସମସ୍ତଙ୍କୁ ତାଲିମ୍‌ ଦିଆଯିବ ।

Related posts

କୋଭିଡ-୧୯ ଯୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୀର୍ଷରେ

mahabharatanews

ବିଧାୟକଙ୍କ ନାଁରେ ଠକେଇ

mahabharatanews

ଜାତୀୟ ସମ୍ବିଧାନ ଦିବସ ପାଳିତ

mahabharatanews