ଓଡିଶା

ବିଜେପି ଟଙ୍କା ବାଣ୍ଟିବା ନେଇ ଫେରାଦ ହେଲା ବିଜେଡି

(ସୁନ୍ଦରଗଡ଼) : ସୁନ୍ଦରଗଡ଼ରେ ବିଜେପି  ଟଙ୍କା ବାଣ୍ଟିବା ଅଭିଯୋଗ ନେଇ ସିଇଓଙ୍କ ପାଖରେ ଫେରାଦ ହେଲା ବିଜେଡି। ସୁନ୍ଦରଗଡ଼ ଅନ୍ତର୍ଗତ କାଇଁସର ଗାଁ ରେ  ବିଜେପି କର୍ମକତ୍ତା ଭୀମସେନ ନାୟକ । ଅର୍ଥ ବାଣ୍ଟୁଥିବା ବେଳେ  ଫ୍ଲାଇଙ୍ଗ  ସ୍କ୍ୱାର୍ଡ ହାତରେ ପଡ଼ିଥିଲେ । ତାଙ୍କ ଠାରୁ 2ଲକ୍ଷ ଟଙ୍କା ଜବତ ହୋଇଥିଲା। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ପାଖରେ ଦାବି କରିଛି ବିଜୁଜନତା ଦଳ ।

Related posts

୭ରେ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

mahabharatanews

ପୋଲ ଭୁଶୁଡିବା ଘଟଣା: ସମ୍ପୃକ୍ତଙ୍କ ବିରୋଧରେ ଫୌଜଦାରୀ ମାମଲା କରିବାକୁ ଦାବି

mahabharatanews

ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ବାତିଲ୍‌

mahabharatanews