ଓଡିଶା

ସିଇଓଙ୍କ ପ୍ରେସମିଟ; ଗଞ୍ଜାମରେ ମୁତୟନ ହେବେ ୨୦ କମ୍ପାନୀ ସିଏପିଏଫ

(ଭୁବନେଶ୍ୱର) : ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପ୍ରସ୍ତୁତି ନେଇ ସିଇଓଙ୍କ ପ୍ରେସମିଟ । ୨ୟ ପର୍ଯ୍ୟାୟରେ ଭୋଟ ଦେବେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର । ୧୮ରୁ ୧୯ ବର୍ଷର ପ୍ରଥମ ଭୋଟର ୨.୬୭%, ୨୦ରୁ ୨୯ ବର୍ଷର ୨୧.୩୧ ପ୍ରତିଶତ ଭୋଟର । ୯୧୬୨ ବୁଥରେ ହେବ ମତଦାନ ପ୍ରତି ବୁଥରେ ହାରାହାରି ଭୋଟ ୮୭୦ ।

ସୂଚନାନୁଯାୟୀ ,  ୧୦୪୧ ମହିଳା ପୋଲିଂ କର୍ମଚାରୀ ଏବଂ ୧୫୪୧ ମଡର୍ଣ୍ଣ ବୁଥ । ୨୧ ପ୍ରତିଶତ ସମ୍ବେଦନଶୀଳ କେନ୍ଦ୍ର ରହିଛି । ସେହିପରି ୧୦୨ କମ୍ପାନୀ ସିଏପଏଫ୍ ମୁତୟନ ରହିବେ । ୨୨ କମ୍ପାନୀ କନ୍ଧମାଳରେ, ୨୦ କମ୍ପାମୀ ଗଂଜାମ, ସୁନ୍ଦରଗଡ଼ରେ ୧୬ ଓ ବଲାଙ୍ଗିରରେ ୧୪ କମ୍ପାନୀ ମୁତୟନ ରହିବେ ।

Related posts

ଟିମ୍ ଇଣ୍ଡିଆକୁ ଝଟକା, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଦିନିକିଆ ସିରିଜ୍ ଖେଳିବେ ନାହିଁ ଶୁଭମନ ଗିଲ୍

mahabharatanews

ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 

mahabharatanews

ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୮ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ଅନୁଷ୍ଠିତ

mahabharatanews