ଭାରତ

ଧାନ କ୍ଷେତରେ ହେମା ମାଳିନୀ

(ଦିଲ୍ଲୀ) : ଦେଶରେ ଲୋକସଭା ନିର୍ବାଚନକୁ ନେଇ ସରଗରମ ରାଜନୈତୀକ ମାହୋଲ ଭିତରେ ଚର୍ଚାକୁ ଆସିଛନ୍ତି ହେମାମାଳିନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୧୯ ଏପ୍ରିଲରୁ ଆରମ୍ଭ ହେବ । ସମସ୍ତ ରାଜନୈତୀକ ଦଳ ଜୋରଦାର ପ୍ରଚାରରେ ଆରମ୍ଭ କରିଦେଇଛନ୍ତି ।

ସୂଚନାନୁଯାୟୀ , ନିର୍ବାଚନ ପ୍ରଚାର ସମୟରେ ମଥୁରାର ବିଜେପି ସାଂସଦ ତଥା ପ୍ରସିଦ୍ଧ ଅଭିନେତ୍ରୀ ହେମା ମାଳିନୀ ଗାଁ ମହିଳାମାନଙ୍କ ସହିତ ଧାନ କ୍ଷେତରେ ଯାଇ ଗହମ କାଟୁଥିବା ଦେଖିବା ପାଇଁ ମିଳିଥିଲା । ଯାହାର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେଏହାକୁ କିଛି ଲୋକେ ପସନ୍ଦ କରିଥିବା ବେଳେ କିଛି ସମାଲୋଚନା କରି ଏହା କେବଳ ଫାର୍ସ ବୋଲି କହିଛନ୍ତି ।

Related posts

ୟୁପିଆଇକୁ ନିର୍ବାଚିତ ହେଲେ ସାଂସଦ ଅପରାଜିତା ଷଡଙ୍ଗୀ

mahabharatanews

୨୪ ଘଣ୍ଟାରେ ନିଷ୍ପତ୍ତି ବଦଳାଇଲେ ଅଖିଳେଶ ଯାଦବ

mahabharatanews

ଭାରତରେ ଏହି ହ୍ରଦ ଭିତରେ ଲୁଚି ରହିଛି ପ୍ରଚୁର ପରିମାଣରେ ସୁନା

mahabharatanews