ଓଡିଶା

ପଥର ବନ୍ଧ ବେହେରା ସାହିରେ ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ଉତ୍ତର ଭୁବନେଶ୍ୱରର ପଥର ବନ୍ଧ ବେହେରା ସାହିରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆରମ୍ଭ ହୋଇଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଓଡିଶା ମୋ ପରିବାର ଓ ପଥରବନ୍ଦ ଉନ୍ନୟନ ପରିଷଦର କଳିଙ୍ଗ ୟୁଥ କ୍ଲବ ସହଯୋଗରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରୁଦ୍ର ସାମନ୍ତରାୟ, ପ୍ରକାଶ ତ୍ରିପାଠୀ, ୧୭ ନମ୍ବର ୱାଡର ଯୁବ ସଂଗଠକ ଭୋଳାନାଥ ମହାରଣା, ବାଦଲ ଦାସ, ରବି ବାର୍ତ୍ତିଆ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ବିବରଣୀ ପ୍ରଦାନ ପୂର୍ବକ ରକ୍ତଦାନ ପାଇଁ ଉତ୍ସାହିତ କରିଛନ୍ତି । ଏହି ଅବସରରେ ସମସ୍ତ ରକ୍ତଦାତାଙ୍କୁ ରକ୍ତଦାନ ସାର୍ଟିଫିକେଟ ଦିଆଯାଇଛି । ଏହି ରକ୍ତଦାନ ଶିବିରରେ ମୋଟ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଆଜିର ଏହି ଶିବିରରେ ସ୍ଥାନୀୟଲୋକଙ୍କ ମଧ୍ୟରେ ରକ୍ତଦାନ ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।

One tablet of Kamagra Gold contains mg of sildenafil citrate. cialis cost south africa Flomax comes in capsule form.

Related posts

ଅଜଣା ଗାଡି ଧକ୍କାରେ ଯୁବକ ମୃତ

mahabharatanews

 ରଥ ଦଉଡି ଛିଡ଼ିବା ଘଟଣା : ଆଖି ବୁଜିଲେ  ଭୋଇ ସେବକ

mahabharatanews

ବିଧାନସଭାରେ ଯାତ୍ରା ପେଣ୍ଡାଲର ଦୃଶ୍ୟକୁ ନେଇ ଚର୍ଚ୍ଚା : ଉଦବେଗ ପ୍ରକାଶ କଲେ ବାବୁ ସିଂ

mahabharatanews

Leave a Comment