ଓଡିଶାପାଣିପାଗ

ଗାଁରେ ପଶିଲା ଚିଲିକାର ପାଣି

ବ୍ରହ୍ମଗିରି: ଲଗାଣ ବର୍ଷାରେ ଯୋଗୁଁ ଗାଁରେ ପଶିଲା ଚିଲିକାର ଜୁଆର ପାଣି। ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ସମୁଦ୍ର ପାଣି ମାଡି ଆସି ଗାଁ ଭିତରେ ପଶିଛି। ଏ ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଗାଁ ହରଚଣ୍ଡି ସାହିରେ । ଏହି ଗାଁରେ ଲହଡି ଭାଙ୍ଗୁଛି ପାଣି ଯାହା ଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି। ପିଲାମାନେ ସ୍କୁଲ ଯିବା ଆସିବାରେ ହଇରାଣ ହେଉଛନ୍ତି। ରହିବ ଖାଇବା ରେ ମଧ୍ୟ ଅସୁବିଧା ଦେଖିବାକୁ ମିଳିଛି । ଯେଉଁ କାରଣରୁ ଗାଁଲୋକେ ଆତଙ୍କିତ ଓ ଚିନ୍ତାରେ ରହିଛନ୍ତି।

Related posts

ଏଥର ବର୍ଷିବ ବାତ୍ୟା ; ଛୁଇଁ ପାରିବନି କୂଳ

mahabharatanews

ରାଜ୍ୟର ଚାରୋଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ଖସିଛି

mahabharatanews

ଡେଙ୍ଗୁ ଆତଙ୍କ;  ସର୍ବାଧିକ କଟକରୁ ୫୦ ଚିହ୍ନଟ

mahabharatanews