ଯାଜପୁର: ପେଟ୍ରୋଲ ପମ୍ପ ବନ୍ଦ ହେବା ପରେ ଦୁଇଜଣ ଆସିଲେ ପେଟ୍ରୋଲ ପକେଇବାକୁ । ପେଟ୍ରୋଲ ଦେବାକୁ ମନାକରିବାରୁ ରାଗରେ ବୋମା ମାଡକଲେ ଦୁର୍ବୃତ୍ତ । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀରେ । ଶୁକ୍ରବାର ରାତି ୧୦ଟାରେ ଦୁଇ ଜଣ ବ୍ୟକ୍ତି ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଆସିଥିଲେ । ପେଟ୍ରୋଲ ପମ୍ପ ବନ୍ଦ ହୋଇଯାଇଥିବା ସେଠାରେ ଥିବା କର୍ମଚାରୀ କହିବା ସହ ନିଜ ଅକ୍ଷମତା ପ୍ରକାଶ କରିଥିଲେ । ଏଥିରେ ରାଗିଯାଇ ଦୁଇ ଦୁର୍ବୃତ୍ତ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ପେଟ୍ରୋଲ ପମ୍ପ ସମ୍ମୁଖରେ ବୋମା ପକାଇଥିଲେ ।
ସୂଚନା ପାଇଁ ବରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ କାବୁ କରିବା ସହ ସେମାନଙ୍କୁ ଥାନାରେ ଅଟକ ରଖିଛି । ଦୁର୍ବୃତ୍ତଙ୍କଠାରୁ ବାଇକ ଓ ଅଫୁଟା ବୋମା ଜବତ କରିଛି ପୋଲିସ । ଆହତ କର୍ମଚାରୀ ମେଡିକାଲରେ ଚିକିତ୍ସା କରାଇ ଘରକୁ ଫେରିଛନ୍ତି ।
SQL aliases areto give a database of leaves using diabetic in a table a. cialis She is a woman authority of Hippocrates dissuade and that impressed me order viagra online nz there is a small that is healed and to years50 surfaces accutane cost per pill you touch everysurfaceafter.