ଓଡିଶା

ମନ୍ଦିର ପରିସରରେ ପଶିଲା ଦନ୍ତା

ସୁନ୍ଦରଗଡ଼: ସୁନ୍ଦରଗଡ଼ ବଣାଇ ସହରରେ ଗୋଠଛଡ଼ା ଦନ୍ତା ହାତୀର ଉତ୍ପାତ । ସହରର ବାଣେଶ୍ୱର ମନ୍ଦିର ପରିସରରେ ପଶିଲା ଦନ୍ତା ହାତୀ । ଲୋକେ ଭୟଭୀତ । ଦନ୍ତାକୁ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ ଜାରି ରଖିଛି ।  କିଛି ଦିନ ହେବ ଦନ୍ତା ବଣାଇ ଅଞ୍ଚଳରେ ସୃଷ୍ଟି କରିଛି ଆତଙ୍କ।

କିଛି ଦିନ ତଳେ ବଣାଇ ଥାନା ମଗରମୁଣ୍ଡାରେ ଅଞ୍ଚଳରେ ଗୋଠଛଡ଼ା ଦନ୍ତା ହାତୀର ଉପଦ୍ରବ ଦେଖିବାକୁ ମିଳିଥିଲା । ମଗରମୁଣ୍ଡାରେ ଗୋଠଛଡ଼ା ଦନ୍ତା ହାତୀର ଉତ୍ପାତ କରିଥିଲା । ଲୋକେ ହାତୀ ଭୟରେ ଘରୁ ବାହାରୁ ନାହାଁନ୍ତି । ଗମଗରମୁଣ୍ଡା ଗାଁ ପଶି ଲୋକେ ଶୋଇଥିବା ବେଳେ  ୫ଟି ଘରର କାନ୍ଥ ଭାଙ୍ଗି ଦେଇଥିଲା ଦନ୍ତା । ଶୋଇଥିବା ବେଳେ ବିପଦ ମୁହଁରୁ ଅଳ୍ପକେ ବର୍ତ୍ତିଛନ୍ତି ୩ରୁ ୪ ପରିବାର । ଦନ୍ତା ଘର ଭାଙ୍ଗିବା ସହ ଧାନ, ଚାଉଳ ଓ ଫସଲ ନଷ୍ଟ କରିଛି  ।

Related posts

୧୭୦ ଆକ୍ରାନ୍ତ ଜଣେ ୧୮ ବର୍ଷୀୟ ସୁରତ ଫେରନ୍ତା

mahabharatanews

ପାରା-କୁକୁର ଛୁଆ ବନ୍ଧୁତ୍ୱ, ସୋସିଆଲ ମିଡିଆରେ ଭାଇରାଲ

mahabharatanews

କୋଣାର୍କ ‘ଝୁଲଣ’ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

mahabharatanews