Category : ପାଣିପାଗ

ଓଡିଶାପାଣିପାଗ

୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ; ୟେଲୋଓ୍ଵାର୍ଣ୍ଣିଂ ଜାରି

mahabharatanews
ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ୟେଲୋଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ମୌସୁମୀ ଟ୍ରଫ୍‌ ଲାଇନ୍‌ ବର୍ତ୍ତମାନ ଜାମସେଦପୁର, ଦିଘା ଉପରେ ଦକ୍ଷିଣ ପୂର୍ବ ଦିଗଦେଇ...
ଓଡିଶାପାଣିପାଗ

ହୀରାକୁଦ ଡ୍ୟାମ୍ ପାଣି ମାଡ଼ି ଆସିବାରୁ ଘାଇ ହୋଇ ଚାଷଜମି ଜଳମଗ୍ନ

mahabharatanews
ବିନିକା: ହୀରାକୁଦ ଡ୍ୟାମ୍ ପାଣି ପଶି ଶହ ଶହ ଏକର ଚାଷଜମି ଜଳମଗ୍ନ । ଏ ଦୃଶ୍ୟ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ ମେଘେଲା ପଞ୍ଚାୟତ ସାହାଜବାହାଲ ଗାଁ ନିକଟରେ। ରାମପୁର...
ଓଡିଶାପାଣିପାଗ

ଚିଲିକାରେ ନୂଆକରି ଖୋଲିଥିବା ପ୍ରାକୃତିକ ଲୁଣାପାଣି ମୁହାଣ ଆଜି ଭୟଙ୍କର ବାତାବରଣ ସୃଷ୍ଟି କରିଛି

mahabharatanews
ବ୍ରହ୍ମଗିରି : ଚିଲିକାରେ ନୂଆକରି ଖୋଲିଥିବା ପ୍ରାକୃତିକ ଲୁଣାପାଣି ମୁହାଣ ଆଜି ଭୟଙ୍କର ରୂପନେଇଛି। ପୁରୀ ଆଡ଼କୁ ପୁଣି ଏକ କିଲୋମିଟର ମେଲିଛି ଏହି ମୁହାଣ। ଏହି ମୁହାଣ ବାଲିବନ୍ଧକୁ ଧୋଇ ନେବା ଫଳରେ...
ଓଡିଶାପାଣିପାଗ

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ

mahabharatanews
ଭୁବନେଶ୍ବର : ଆଜିଠୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଅଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ। ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ପରବର୍ତ୍ତୀ ୧୪ ଘଣ୍ଟା ଅର୍ଥାତ୍‌...
ଓଡିଶାପାଣିପାଗ

ରାଜ୍ୟରେ ପୁଣି ବର୍ଷା ଆରମ୍ଭ ,ଆହୁରି ବଢ଼ିବ

mahabharatanews
ଭୁବନେଶ୍ୱର:  ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡିକରେ ବର୍ଷା ଲାଗି ରହିବ । ଆଜି ପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି...
ଓଡିଶାପାଣିପାଗ

ଗାଁରେ ପଶିଲା ଚିଲିକାର ପାଣି

mahabharatanews
ବ୍ରହ୍ମଗିରି: ଲଗାଣ ବର୍ଷାରେ ଯୋଗୁଁ ଗାଁରେ ପଶିଲା ଚିଲିକାର ଜୁଆର ପାଣି। ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ସମୁଦ୍ର ପାଣି ମାଡି ଆସି ଗାଁ ଭିତରେ ପଶିଛି। ଏ ଘଟଣା ଘଟିଛି...
ଓଡିଶାପାଣିପାଗ

୩ରୁ ୪ ଦିନ ରାଜ୍ୟରେ ଜାରି ରହିବ ବର୍ଷା

mahabharatanews
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ମୌସୁମୀ ପ୍ରବାହ । ଏପରିକି ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ଯୋଗୁ ଓଡ଼ିଶା ଉପରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା...
ଓଡିଶାପାଣିପାଗ

ରାଜ୍ୟରେ ଆହୁରି ଅନୁଭବ ହେବ ଗରମ

mahabharatanews
(ଭୁବନେଶ୍ୱର) : ରାଜ୍ୟରେ ଆହୁରି ଅନୁଭବ ହେବ ଗରମ । ୧୨ରୁ ୧୪ ତାରିଖ ଯାଏ ଏଠାରେ ତାପମାତ୍ରା ଆହୁରି ବଢ଼ି ୪୪ ଡିଗ୍ରୀ ଟପିପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି...
ଓଡିଶାପାଣିପାଗ

ପାଣିପାଗ ବିଭାଗର ସତର୍କ ସୂଚନା

mahabharatanews
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ଏହି ସମୟରେ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା...