ଓଡିଶାପାଣିପାଗମହାନଦୀରେ ବନ୍ୟା ଆଶଙ୍କା ; ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ସୂଚନାmahabharatanewsAugust 13, 2022August 13, 2022 by mahabharatanewsAugust 13, 2022August 13, 20220187 ଭୁବନେଶ୍ବର: ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା। ଯଦି ଛତିଶଗଡ଼ରେ ବର୍ଷା ଲାଗି ରହେ ଏବଂ ଓଡ଼ିଶାରେ ବି ଏହି ଭଳି ବର୍ଷା ଜାରି ରହେ, ତେବେ ମହାନଦୀ ରେ ସ୍ୱଳ୍ପ ଧରଣର ବନ୍ୟା...
ଓଡିଶାପାଣିପାଗବୈତରଣୀ ନଦୀରେ ବନ୍ୟା ହେବା ଯୋଗୁ ଏବେ ଚିନ୍ତାରେ ଚାଷୀ mahabharatanewsAugust 13, 2022 by mahabharatanewsAugust 13, 20220191 ଯାଜପୁର: ବୈତରଣୀ ନଦୀରେ ବନ୍ୟା ସମସ୍ୟା । ବନ୍ୟା ହେବା ଯୋଗୁ ଏବେ ଯାଜପୁର ଜିଲ୍ଲାର ଚାଷୀ ଚିନ୍ତାରେ ଅଛନ୍ତି। ସୂଚନାନୁସାରେ , ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ବୈତରଣୀ ନଦୀ ଶାଖା କାଣୀ...
ଓଡିଶାପାଣିପାଗପଛକୁ ପଛ ଆସୁଛି ଲଘୁଚାପ ; ୧୩ ତାରିଖରେ ଲଘୁଚାପ ସୃଷ୍ଟିmahabharatanewsAugust 12, 2022 by mahabharatanewsAugust 12, 20220177 ଭୁବନେଶ୍ୱର : ୧୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ପଛକୁ ପଛ ଆସୁଛି ଲଘୁଚାପ। ଏହା ପ୍ରଭାବରେ ୧୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ...
ଓଡିଶାପାଣିପାଗ୧୩ରେ ପ୍ରବଳ ବର୍ଷା ସମ୍ଭାବନା; ‘ୟେଲୋ’ ଓ୍ଵାର୍ଣ୍ଣିଂଜାରିmahabharatanewsAugust 11, 2022 by mahabharatanewsAugust 11, 20220170 ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ଓଡ଼ିଶା ଉପରେ ରହିଥିବା ଅବପାତ ଏବେ ଦୁର୍ବଳ ଅବସ୍ଥାରେ । ଏବେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ...
ଓଡିଶାପାଣିପାଗଭିଜୁଛି ସାରା ଓଡ଼ିଶା ; ଆଗାମୀ ତିନି ଦିନ ଯାଏ ବର୍ଷିବ ବର୍ଷାmahabharatanewsAugust 10, 2022 by mahabharatanewsAugust 10, 20220180 ଭୁବନେଶ୍ୱର : ଅହରହ ବର୍ଷା । ଲଘୁଚାପ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଲଗାଣ ବର୍ଷାରେ ବିଭିନ୍ନ ଜିଲ୍ଲାରେ ଫୁଲ ହୋଇଗଲାଣି ନାଳ ନଦୀ । ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଓଡ଼ିଶା ଉପକୂଳ...
ଓଡିଶାପାଣିପାଗ୨୪ ଘଣ୍ଟାରେ ପାଗ ପରିବର୍ତ୍ତନ ସହ ବର୍ଷା ହେବାର ସମ୍ଭାବନା !mahabharatanewsAugust 3, 2022August 3, 2022 by mahabharatanewsAugust 3, 2022August 3, 20220205 ଭୁବନେଶ୍ୱର : ଶ୍ରାବଣରେ ତାତିରୁ ମିଳିପାରେ ତ୍ରାହି। ୨୪ ଘଣ୍ଟାରେ ପାଗ ପରିବର୍ତ୍ତନ ସହ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଗାମୀ ୫ ତାରିଖରୁ ରାଜ୍ୟରେ ସାମାନ୍ୟବର୍ଷା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ...
ଓଡିଶାପାଣିପାଗୟେଲୋ ଜୋନରେ ଓଡ଼ିଶା ; ଦୁର୍ବଳ ପଡ଼ିଛି ମୌସୁମୀmahabharatanewsAugust 2, 2022August 2, 2022 by mahabharatanewsAugust 2, 2022August 2, 20220176 ଭୁବନେଶ୍ୱର : ଏବର୍ଷ ଓଡ଼ିଶାରେଦୁର୍ବଳ ପଡ଼ିଛି ମୌସୁମୀ । ସ୍ୱାଭାବିକ ଠାରୁ କମ୍ ରହିବ ବର୍ଷା ପରିମାଣ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପଶ୍ଚିମ ଉପକୂଳ ଭାରତରେ ସ୍ୱାଭାବିକଠୁ...
ଓଡିଶାପାଣିପାଗରାଜ୍ୟରେ ମୁଣ୍ଡଫଟା ଖରା ;ଅସ୍ତବ୍ୟସ୍ତରେ ଜନଜୀବନmahabharatanewsJuly 31, 2022July 31, 2022 by mahabharatanewsJuly 31, 2022July 31, 20220203 ବ୍ୟୁରୋ : ଶ୍ରାବଣ ମାସରେ ବି ରାଜ୍ୟରେ ମୁଣ୍ଡଫଟା ଖରା। ରାଜ୍ୟର ଅଧିକାଂଶ ସ୍ଥାନରେ ଗୁଳୁଗୁଳି ହେଉଛି । ଦିନର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ । ଆଗାମୀ ୨ରୁ ୩ ଦିନ ଯାଏ ଅଧିକାଂଶ...
ଓଡିଶାପାଣିପାଗଶ୍ରାବଣ ମାସରେ ବି ରାଜ୍ୟରେ ୧୧ଟି ସହରରେ ୩୫ ଡିଗ୍ରୀରୁ ଅଧିକ ତାପାମତ୍ରାmahabharatanewsJuly 30, 2022 by mahabharatanewsJuly 30, 20220212 ଭୁବନେଶ୍ୱର: ଶ୍ରାବଣ ମାସରେ ବି ରାଜ୍ୟରେ ମୁଣ୍ଡଫଟା ଖରା। ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ବଢୁଛି ଏଭଳି ତାପମାତ୍ରା ।ଯାହାଫଳରେ ବିଭିନ୍ନ ସ୍ଥାନରେ ବଢୁଛି ଦିନର ତାପମାତ୍ରା । ସ୍ୱାଭାବିକ ତାପମାତ୍ରା ପାଖାପାଖି ୫...
ଓଡିଶାପାଣିପାଗ୨୪ ଘଣ୍ଟା ମଧ୍ୟରେ ୧୩ ଜିଲ୍ଲାରେ ବର୍ଷା ସମ୍ଭାବନାmahabharatanewsJuly 26, 2022July 26, 2022 by mahabharatanewsJuly 26, 2022July 26, 20220206 ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ୧୩ ଜିଲ୍ଲାରେ ରହିଛି ବର୍ଷା ସମ୍ଭାବନା। ମୌସୁମୀ ଟ୍ରଫ୍ ଲାଇନ୍ ବର୍ତ୍ତମାନ ବାଲେଶ୍ୱର ଉପର ଦେଇ ପୂର୍ବ-ପୂର୍ବ ଦିଗରେ ଏବଂ ପରେ ଉତ୍ତର-ପୂର୍ବ ଦିଗରେ ବଙ୍ଗୋପସାଗର ଦେଇ ଗତି...