ମନୋରଞ୍ଜନଖୁବଶୀଘ୍ର ମନୋଜ ବାଜପେୟୀଙ୍କ ୱେବ୍ ସିରିଜ୍ ‘ଦ ଫ୍ୟାମିଲି ମ୍ୟାନ୍’mahabharatanewsMay 7, 2024 by mahabharatanewsMay 7, 20240135 (ମୁମ୍ବାଇ) : ମନୋଜ ବାଜପେୟୀଙ୍କ ୱେବ୍ ସିରିଜ୍ ‘ଦ ଫ୍ୟାମିଲି ମ୍ୟାନ୍’ର କ୍ରେଜ୍ ଜବରଦସ୍ତ ଦେଖିବାକୁ ମିଳିଥିଲା । ଏପର୍ଯ୍ୟନ୍ତ, ଶୋ’ର ଦୁଇଟି ଭାଗ ରିଲିଜ୍ ହୋଇଛି । ଏହି ସିରିଜର ତୃତୀୟ ପାର୍ଟକୁ...
ମନୋରଞ୍ଜନ ‘କାହାରିକୁ ଷ୍ଟୋନ ସମସ୍ୟା ନହେଉ”: ଭାରତୀ ସିଂmahabharatanewsMay 5, 2024 by mahabharatanewsMay 5, 20240150 (ମୁମ୍ବାଇ) : ହାସ୍ୟାଭିନେତ୍ରୀ ଭାରତୀ ସିଂହ ଗଲ ବ୍ଲାଡରରେ ଷ୍ଟୋନ ହେତୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଘରକୁ ଫେରି ନିଜର ସ୍ବାସ୍ଥ୍ୟ ସମ୍ପର୍କରେ ଭାରତୀ ଏକ ନୂଆ ବ୍ଲଗ ପୋଷ୍ଟ କରିଛନ୍ତି। ଏହି ବ୍ଲଗରେ...
ମନୋରଞ୍ଜନ OTTରେ ‘ଶୈତାନ’mahabharatanewsMay 5, 2024May 5, 2024 by mahabharatanewsMay 5, 2024May 5, 20240133 (ମୁମ୍ବାଇ) : ଅଜୟ ଦେବଗନ୍ ଏବଂ ଆର ମାଧବନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଶୈତାନ’ ପ୍ରେକ୍ଷାଳୟରେ ଚହଳ ସୃଷ୍ଟି କରିଥିଲା । ଏହି ଚଳଚ୍ଚିତ୍ରର କାହାଣୀ ଗୁଣି ଗାରେଡି ଉପରେ ଆଧାରିତି । ପ୍ରାୟ ୨...
ମନୋରଞ୍ଜନ ସାଉଥ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବେ ନାହିଁ କରୀନା କପୁରmahabharatanewsMay 4, 2024 by mahabharatanewsMay 4, 20240154 (ମୁମ୍ବାଇ) : ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ କିଛି ମାସ ହେବ ଆଗାମୀ ଚଳଚ୍ଚିତ୍ର ‘ଟକ୍ସିକ୍’ ପାଇଁ ଚର୍ଚ୍ଚାରେ ଥିଲେ। ଫିଲ୍ମରେ ତାଙ୍କୁ ଏକ ଭିନ୍ନ ଅବତାରରେ ଦର୍ଶକ ଦେଖିବାକୁ ପାଇବେ ବୋଲି...
ମନୋରଞ୍ଜନ୯ବର୍ଷ ପରେ ଅଭିନୟ ଜଗତକୁ ଫେରିବେ ଇମ୍ରାନ ଖାନmahabharatanewsMay 3, 2024 by mahabharatanewsMay 3, 20240160 (ମୁମ୍ବାଇ) : ଅଭିନେତା ଇମ୍ରାନ ଖାନ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଜାନେ ତୁ ୟା ଜାନେ ନା’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ପ୍ରଥମ ଚଳଚ୍ଚିତ୍ରରୁ ହିଁ ସେ ହିନ୍ଦୀ ସିନେମା ଇଣ୍ତଷ୍ଟ୍ରିରେ...
ମନୋରଞ୍ଜନ“ସବୁର ଅଭିଜ୍ଞତା ଜରୁରୀ”: ନାଗା ଚୈତନ୍ୟmahabharatanewsMay 3, 2024 by mahabharatanewsMay 3, 20240144 (ମୁମ୍ବାଇ) : ସାଉଥ୍ ସୁପରଷ୍ଟାର ତଥା ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ପୁଣିଥରେ ବ୍ୟକ୍ତିଗତ ଜୀବନକୁ ନେଇ ଲାଇମଲାଇଟକୁ ଆସିଛନ୍ତି। ନାଗା ଚୈତନ୍ୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କୁ ବିବାହ କରିଥିବା ବେଳେ ୨୦୨୧ରେ...
ମନୋରଞ୍ଜନବାପା ହେବା ଅନୁଭୂତି ବଖାଣିଲେ ଏହି ଅଭିନେତାmahabharatanewsMay 3, 2024 by mahabharatanewsMay 3, 20240130 (ମୁମ୍ବାଇ) : ‘ଇମଲି’ ଅଭିନେତା କରଣ ବୋହରା ‘ମେ ହୁଁ ସାଥ ତେରେ’ ସୋ’ ଜରିଆରେ ଛୋଟପରଦାରେ ପ୍ରବେଶ କରିଥିଲେ। ଏହି ସୋ’ରେ ତାଙ୍କ ଭୂମିକାର ନାମ ଥିଲା ଆର୍ଯମନ। କରଣ ଏକ ସାକ୍ଷାତକାରରେ...
ମନୋରଞ୍ଜନବିଜେପି ଛାଡିଲେ ଅଭିନେତ୍ରୀ ଜିନା ସାମଲ mahabharatanewsMay 3, 2024 by mahabharatanewsMay 3, 20240137 (ଭୁବନେଶ୍ୱର) : ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତ୍ରୀ ଜିନା ସାମଲ ବିଜେପିରୁ ଇସ୍ତଫା ଦେଇଥିବା ଜଣାଯାଇଛି। ସେ ନିଜର ଇସ୍ତଫା ପତ୍ର ଦଳ ସଭାପତି ମନମୋହନ ସାମଊଙ୍କ ନିକଟକୁ ପଠାଇଛନ୍ତି। ସୂଚନାନୁଯାୟୀ , ଜୀନା...
ମନୋରଞ୍ଜନକ୍ୟାଟ୍ରିନାଙ୍କ ‘Deefake Video’ ଭାଇରଲ mahabharatanewsMay 2, 2024 by mahabharatanewsMay 2, 20240174 (ମୁମ୍ବାଇ) : ବଲିଉଡ ଇଣ୍ଡଷ୍ଟ୍ରିରରେ ପ୍ରତ୍ୟେକ ଦିନ ଅନେକ କଳାକାର ‘Deefake Video’ ଭିଡିଓର ଶିକାର ହେଉଛନ୍ତି । ନିକଟରେ କ୍ୟାଟ୍ରିନା କୈଫଙ୍କର ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ଅଭିନେତ୍ରୀ ଫ୍ରେଞ୍ଚ୍...
ମନୋରଞ୍ଜନପରଲୋକରେ ଟେଲିଭିଜନ ଉପସ୍ଥାପକ ଉମା ରାମାନନ mahabharatanewsMay 2, 2024 by mahabharatanewsMay 2, 20240196 (ମୁମ୍ବାଇ) : ଆଖି ବୁଜିଲେ ଜଣାଶୁଣା ଗାୟିକା ତଥା ଟେଲିଭିଜନ ଉପସ୍ଥାପକ ଉମା ରାମାନନ । ତାମିଲ ଗାୟିକା ଉମା ରାମାନନଙ୍କ ମଇ ୧ ତାରିଖରେ ୬୯ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଚେନ୍ନାଇରେ...