ମନୋରଞ୍ଜନଟ୍ରୋଲ ହେଲେ ଅଭିନେତ୍ରୀ ମଲାଇକାmahabharatanewsMay 29, 2024 by mahabharatanewsMay 29, 20240117 (ମୁମ୍ବାଇ) : ଅଭିନେତ୍ରୀ ମଲାଇକା ଅରୋଡା ବି-ଟାଉନର ସବୁଠାରୁ ଫିଟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ରହିଛନ୍ତି। ପ୍ରାୟତଃ ତାଙ୍କ ଜିମ ଲୁକ ଖୁବ ଚର୍ଚ୍ଚାରେ ଥାଏ। ଗତ ମଙ୍ଗଳାବାର ମଲାଇକାଙ୍କ ଏକ ଭିଡିଓ ସାମ୍ନାକୁ...
ମନୋରଞ୍ଜନରିଲିଜ୍ ହେଲା ‘Pushpa 2’ର ଦ୍ୱିତୀୟ ଗୀତmahabharatanewsMay 29, 2024 by mahabharatanewsMay 29, 20240132 (ମୁମ୍ବାଇ): ଦକ୍ଷିଣର ପ୍ରସିଦ୍ଧ ଅଭିନେତା ଅଲ୍ଲୁ ଅର୍ଜୁନ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା ୨- ଦ ରୁଲର୍’ ପାଇଁ ବର୍ତ୍ତମାନ ଲାଇମଲାଇଟରେ ଅଛନ୍ତି । ଲୋକମାନେ ତାଙ୍କ ଫିଲ୍ମ ରିଲିଜକୁ ଉତ୍ସାହର ସହିତ...
ମନୋରଞ୍ଜନଚାଲି ପାରୁନାହାନ୍ତି ରାକ୍ଷୀmahabharatanewsMay 28, 2024 by mahabharatanewsMay 28, 20240145 (ମୁମ୍ବାଇ) : ସର୍ଜରୀ ସଫଳ ହେବା ପରେ ବିବାଦୀୟ ରାଣୀ ରାଖି ସାୱନ୍ତ ଅବସ୍ଥା କିଭଳି ରହିଛି ତାହା ଜଣାଇଛନ୍ତି ରାଖିଙ୍କ ପ୍ରଥମ ସ୍ବାମୀ ରିତେଶ ସିଂହ। ଭିଡିଓ ସେୟାର କରି ସେ ରାଖି...
ମନୋରଞ୍ଜନଇଟାଲୀରେ ହେବ ଅନନ୍ତ ଅମ୍ବାନୀଙ୍କ ଦ୍ୱିତୀୟ ପ୍ରି-ୱେଣ୍ତିଂmahabharatanewsMay 27, 2024 by mahabharatanewsMay 27, 20240105 (ମୁମ୍ବାଇ) : ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଖୁବ୍ ଶୀଘ୍ରେ ବିବାହ କରିବାକୁ ଯାଉଛନ୍ତି । ଉଭୟଙ୍କ ଗ୍ରାଣ୍ତ ବିବାହ ଜୁଲାଇଲେ ହେବ ହେଲେ ପ୍ରି-ୱେଣ୍ତିଂ ମାର୍ଚ୍ଚ ମାସରୁ...
ମନୋରଞ୍ଜନଦୀପିକାଙ୍କ ବେବିବମ୍ପ ଫଟୋସୁଟmahabharatanewsMay 25, 2024 by mahabharatanewsMay 25, 20240132 (ମୁମ୍ବାଇ) : ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରଶଂସକଙ୍କ ସହ ଦୀପିକା ନୂଆ ଫଟୋସୁଟର ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଅଭିନେତ୍ରୀ ଏକ ସୁନ୍ଦର ହଳଦିଆ ପୋଷାକରେ ଦେଖିବାକୁ ମିଳୁଛନ୍ତି। ଯେଉଁଥିରେ ତାଙ୍କ ବେବିବମ୍ପ ବି...
ମନୋରଞ୍ଜନଲଗାତାର ରାଜନେତାଙ୍କୁ ଭୋଟୁଛନ୍ତି ଗୋବିନ୍ଦାmahabharatanewsMay 24, 2024 by mahabharatanewsMay 24, 20240180 (ମୁମ୍ବାଇ) : ବଲିଉଡର ହିରୋ ନମ୍ବର ୱାନ ଥିବା ଗୋବିନ୍ଦା ଶିବସେନାରେ ସାମିଲ ହେବାପରେ ଅଭିନେତା ଜଣକ ପରେ ଜଣେ ରାଜନେତାଙ୍କୁ ଭୋଟୁଛନ୍ତି। ଗୋବିନ୍ଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ତାଙ୍କ ସହିତ ହାତ...
ମନୋରଞ୍ଜନପରଲୋକରେ ଅଭିନେତା ଫିରୋଜ ଖାନmahabharatanewsMay 24, 2024 by mahabharatanewsMay 24, 2024082 (ମୁମ୍ବାଇ) : ପରଲାକରେ ଅଭିନେତା ଫିରୋଜ ଖାନ । ଉତ୍ତରପ୍ରଦେଶର ବଦାଉଁରେ ହୃଦଘାତରେ ଏହି ଅଭିନେତାଙ୍କର ମୃତ୍ୟୁ ହୋଇଯାଇଛି। ଫିରୋଜ ଖାନ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଅନୁକରଣ(ମିମିକ୍ରି) ପାଇଁ ମଧ୍ୟ ଜଣାଶୁଣା ।...
ମନୋରଞ୍ଜନଡାକ୍ତରଖାନାରେ ଶାହାରୁଖ ଖାନmahabharatanewsMay 23, 2024 by mahabharatanewsMay 23, 20240118 (ମୁମ୍ବାଇ) : ଅସୁସ୍ଥତା ହେତୁ ଶାହାରୁଖ ଖାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅସହ୍ୟ ଗରମ ଯୋଗୁଁ ସୁପରଷ୍ଟାରଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଗଲା ନେଇ ସୂଚନା ରହିଛି । ତାଙ୍କୁ ତୁରନ୍ତ ଅହମ୍ମଦାବାଦର କେଡି ହସ୍ପିଟାଲରେ...
ମନୋରଞ୍ଜନକଙ୍ଗନାଙ୍କୁ କଳା ପତାକା ଦେଖାଇଲା କଂଗ୍ରେସmahabharatanewsMay 21, 2024May 21, 2024 by mahabharatanewsMay 21, 2024May 21, 20240114 (ମୁମ୍ବାଇ) : ବିଜେପିର ମଣ୍ଡି ଲୋକସଭା ଆସନ ପ୍ରାର୍ଥୀ କଙ୍ଗନା ରାଣାୱତଙ୍କୁ କଂଗ୍ରେସ କର୍ମୀମାନେ କଳାପତାକା ଦେଖାଇବା ସହ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ସୂଚନାନୁଯାୟୀ , କଙ୍ଗନା ଆଜି ହିମାଚଳପ୍ରଦେଶର କାଜା ଗସ୍ତ...
ମନୋରଞ୍ଜନଭୋଟ ଦେଲେ ଗର୍ଭବତୀ ଦୀପିକା ପାଦୁକୋନ mahabharatanewsMay 20, 2024May 20, 2024 by mahabharatanewsMay 20, 2024May 20, 20240125 (ମୁମ୍ବାଇ) : ସ୍ୱାମୀ ରଣବୀର ସିଂଙ୍କ ହାତ ଧରି ଅଭିନେତ୍ରୀ ଦୀପିକା ପାଦୁକୋନ ସୋମବାର ଲୋକସଭା ନିର୍ବାଚନରେ ଭୋଟ୍ ଦେଲେ । ଦୀପିକାଙ୍କ ବେବି ବମ୍ପ୍ ଉପରେ ସମସ୍ତଙ୍କ ନଜର ରହିଥିଲା । ଏକ...