ଅପରାଧଓଡିଶା

ଭିଜିଲାନ୍ସ ଜାଲରେ କଲେଜ କରାଣି ଉତ୍ତମ ରାଉତ

ଢେଙ୍କାନାଳ: ଭିଜିଲାନ୍ସ ପଞ୍ଝାରେ କଲେଜ କିରାଣି । ଏ ଘଟଣା ଘଟିଛି ଢେଙ୍କନାଳ ଆଇନ ମହାବିଦ୍ୟାଳୟରେ । ଏହି ମହାବିଦ୍ୟାଳୟର ଉତ୍ତମ ରାଉତ ନାମକ ଜଣେ କିରାଣୀ ଲ’ ସାର୍ଟିଫିକେଟ କରାଇ ଦେବା ନାହଁରେ ନେଉଥିଲା ଟଙ୍କା ।

ମାସୁଦ ହୁସେନ ନାମକ ଯୁବକଙ୍କ ଠାରୁ ଉତ୍ତମ ୮ ହଜାର ୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । କଟକ, ଢେଙ୍କାନାଳ ଓ ଅନୁଗୁଳ ଜିଲା ସ୍ଥିତ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଆଇନ ମହାବିଦ୍ୟାଳୟ ସମେତ କିରାଣି ଉତ୍ତମ ରାଉତଙ୍କ ଢେଙ୍କାନାଳ କାଲଟାକ୍ସ ବାସଭବନରେ ଭିଜିଲାନ୍ସ ଚଢାଉ ଜାରି ରଖିଛି ।

Related posts

୨୩ବର୍ଷ ପରେ ଶତାବ୍ଦୀର ପ୍ରଥମ ଧୂମକେତୁ ଖାଲି ଆଖିରେ ଦିଶୁଚି

mahabharatanews

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଅଭିନେତା ଆର ମାଧବନ

mahabharatanews

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି

mahabharatanews