ଓଡିଶାବିଶେଷ

ବିଧାନସଭାରେ ଷଣ୍ଡ ଚିନ୍ତା : ଷଣ୍ଡ ମାନଙ୍କ ସଂଖ୍ୟାବୃଦ୍ଧି ପାଇଁ ପଦକ୍ଷେପ ନେବେ ସରକାର

ବ୍ୟୁରୋ : ବିଧାନସଭାରେ ତାରାଙ୍କ ଷଣ୍ଢ ଚିନ୍ତା । ମନ୍ତ୍ରୀ କହିଲେ ସରକାର ବଢ଼େଇବେ ଷଣ୍ଢ ସଂଖ୍ୟା । ବର୍ତ୍ତମାନ ରାଜ୍ୟର ୩୦ ଟି ଜିଲ୍ଲାରେ ୨ ଲକ୍ଷ ୩୦ ହଜାର ୪୦୩ ଷଣ୍ଢ ଅଛନ୍ତି । ଉନ୍ନତ ମାନର ଷଣ୍ଢ ମାନଙ୍କର ପ୍ରଜନନ ପାଇଁ ହିମିକୃତ ଶୁକ୍ର ଭଣ୍ଡାର ବ୍ୟବହାର କରାଯାଉଛି । ପୂର୍ବରୁ ରାଜ୍ୟରେ ୨ ଲକ୍ଷ ୬୩ ହଜାର ୮୫୦ ଷଣ୍ଢ ରହିଥିବା ବେଳେ ବର୍ତ୍ତମାନ ସେ ସଂଖ୍ୟା କମି ୨ ଲକ୍ଷ ୩୦ ହଜାର ୪୦୩ ରେ ପହଁଚିଛି । ତେଣୁ ରାଜ୍ୟରେ ଷଣ୍ଢ ମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ବିଧାନସଭାରେ ଉତ୍ତର ରଖିଲେ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

Related posts

ବସିଲା ସର୍ବଦଳୀୟ ବୈଠକ: ନିମନ୍ତ୍ରଣ ସତ୍ବେ ଯୋଗ ଦେଲନି ନବୀନ ପଟ୍ଟନାୟକ, ଅନୁପସ୍ଥିତ ରହିଲା କଂଗ୍ରେସ

mahabharatanews

ପ୍ରେମ ବିବାହ କରିଥାନ୍ତେ ! ଜୀବନ ହାରିଲେ କନ୍ୟା

mahabharatanews

ଜଗନ୍ନାଥ ମନ୍ଦିରରେ ଅଗ୍ନିକାଣ୍ଡ: ଲୋକେ ଅ।ତଙ୍କିତ

mahabharatanews