Uncategorized

କ୍ରାଇମବ୍ରାଞ୍ଚ DIGଙ୍କୁ ଭେଟିଲା ବାର ଆସୋସିଏସନ୍

କଟକ ବାର, କ୍ରିମିନାଲ ବାର,ବୋର୍ଡ ଅଫ ରେଭିନ୍ୟୁ ବାର୍, ଓ ମୋଟର ଭେଇକିଲ ବାର ଆସୋସିଏସନ କୁ ନେଇ ଗଠିତ CCMB କଲ୍ୟାଣ ପାଣ୍ଠିରେ ପ୍ରାୟ ୪୦ ଲକ୍ଷ ଟଙ୍କାର ହେରାଫେରି ହୋଇଥିବା ନେଇ ଲାଲବାଗ ଥାନାରେ ଲିଖିତ ଅଭିଯୋଗ ହୋଇଛି । ତେବେ ଏହି କଲ୍ୟାଣ ପାଣ୍ଠିର ଅପବ୍ୟବହାର ତଥା ଏହି ଘଟଣା ବିଷୟରେ ଆଲୋଚନା କରିବାକୁ 5 ଜଣିଆ ପ୍ରତିନିଧି ଦଳ କ୍ରାଇମବ୍ରାଞ୍ଚ DIGଙ୍କୁ ଭେଟିଛନ୍ତି। ତେବେ କ୍ରାଇମ ବ୍ରାଞ୍ଚର ଆଗାମୀ ପଦକ୍ଷେପ କଣ ରହୁଛି ଦେଖିବାକୁ ବାକି ରହିଲା।

Related posts

ସିଆରପିଏଫ ଏସଆଇ ଅଧିକାରୀଙ୍କୁ ଗୁଳିକରି ନିଜେ ଆତ୍ମହତ୍ୟା କଲା

mahabharatanews

ଦେବଦୂତ ସାଜିଲା କୁକୁର, ବର୍ଷାରେ ୮କିମି ଦୌଡ଼ି ବଞ୍ଚାଇଲା ମହିଳାଙ୍କ ଜୀବନ

mahabharatanews

ମହାରାଷ୍ଟ୍ର ଯାଉଥିଲେ ଏହି ସ୍ଥାନ କରନ୍ତୁ ପରିକ୍ରମା

mahabharatanews