ଭାରତ

ବାତ୍ୟା ‘ବିପର୍ଯ୍ୟୟ’ : ଅଳ୍ପକେ ବର୍ତ୍ତିଲେ ବିମାନ ଯାତ୍ରୀ

(ଗୁଜୁରାଟ) :  ଗୁଜୁରାଟର ସୌରାଷ୍ଟ୍ର ତଟରେ ସାଇକ୍ଲୋନ୍ ବିପର୍ଯ୍ୟୟ ଲ୍ୟାଣ୍ଡଫଲ କରିଛି । ଏହି ସମୟରେ, ବାତ୍ୟା ବିପର୍ଯ୍ୟୟରସମୟରେ ବିମାନ ଇଣ୍ଡିଗୋ 6E6595 ହଠାତ୍ ଟେଲ୍ ଷ୍ଟ୍ରାଇକର ଶିକାର ହୋଇଛି । କୁହାଯାଉଛି ଯେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି ।

ସୂଚନାନୁଯାୟୀ , ଏହି ସମୟରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ପବନ ସହ ବର୍ଷା ଲାଗିରହିଛି । ଏପରିକି ପବନର ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟର ରହିପାରେ ବୋଲି ମଧ୍ୟ ଆକଳନ କରାଯାଇଛି ।  ଇଣ୍ଡିଗୋ ଏହି ଘଟଣାର ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ଦେଇଛି । ଏହି ବିମାନ ବାଙ୍ଗାଲୋରରୁ ଅହମ୍ମଦାବାଦ ଯାଉଥିଲା ।

Related posts

ବାବାର କାଟିଲେ କୋହଲିଙ୍କ ସର୍ବକାଳୀନ ଟି-୨୦ ରେକର୍ଡ ।

mahabharatanews

ଲୋକସଭାରେ ପାସ୍ ହୋଇଛି ‘VB G-RAM-G ’ ବିଲ୍ ୨୦୨୫

mahabharatanews

ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ

mahabharatanews