ଓଡିଶା

କୂଅକୁ ଖସି ପଡ଼ିଲେ ୨ ଶିଶୁ, ଚାଲିଗଲା ଜଣଙ୍କ ଜୀବନ

ଭବାନୀପାଟଣା : କୂଅ ପାଖରେ ଖେଳିବା ହେଲା କାଳ । ଖେଳୁ ଖେଳୁ ଅସାବଧାନତାବଶତଃ ୨ ଶିଶୁ କୂଅରେ ଖସି ପଡ଼ିିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଭବାନୀପାଟଣା ଟାଉନଥାନା ଜେନାଖାଲପଡ଼ାରେ ଏହି ଅଭାବନୀୟ ଘଟଣା ଘଟଣା ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ ଆଜି ଦୁଇ ଜଣ ଶିଶୁ ଖେଳୁଥିବାବେଳେ କୂଅରେ ଖସି ପଡ଼ିଥିଲେ। ଖବର ପାଇ ସ୍ଥାନୀୟ ଲୋକେ କୂଅ ଭିତରୁ ଉଭୟଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ୭ ବର୍ଷର ବାଳକର ମୃତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

Related posts

ଥାନା ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କର ମୃତ୍ୟୁ

mahabharatanews

ଚିକିତ୍ସା ବାହାନାରେ ଶିଶୁର ଦେହ ସାରା ୨୫ ଚେଙ୍କ ଦେଲେ ଦିଶାରୀ

mahabharatanews

୧୭ ତାରିଖ ସୁଦ୍ଧା ପ୍ରଶ୍ନପତ୍ର ସବୁ ନୋଡାଲ ସେଣ୍ଟରରେ ପହଞ୍ଚିବ

mahabharatanews