ଓଡିଶାରାଜନୀତି

ନିଷେଧାଞ୍ଚଳରେ ବିଜେଡିର ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ି ପ୍ରାର୍ଥୀ

ଭଦ୍ରକ : ନିଷେଧାଞ୍ଚଳରେ ବିଜେଡିର ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ି ପ୍ରାର୍ଥୀ | ଅବନ୍ତୀ ଦାସଙ୍କ ଦଳୀୟ ଚିହ୍ନ ଲାଗିଥିବା ଗାଡ଼ିକୁ ଲୋକଙ୍କ ପ୍ରବଳ ବିରୋଧ | କାଁପଡ଼ା ବୁଥ ବାହାରେ ପ୍ରଚାର ଗାଡ଼ିକୁ ବିରୋଧ କରିଛନ୍ତି ଲୋକେ । ଭୋଟ୍ କେନ୍ଦ୍ରକୁ ଯାଉଥିବା ସମୟରେ ସେ ଯେଉଁ ଗାଡିରେ ଯାଇଥିଲେ ସେଥିରେ ବିଜେଡିର ଶଙ୍ଖ ଚିହ୍ନ ଥିବା ପୋଷ୍ଟର ଲାଗିଥିଲା । ଯାହାକୁ ବିରୋଧ କରାଯାଇଥିଲା । କିଛି ସମୟ ରହିବା ପରେ ଗାଡିଟି ପୋଲିଂ ବୁଥ୍ ଆଗରୁ ପଳାଯାଇଥିଲା । ଅବନ୍ତୀ ଦାସ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି ।

Related posts

ଘର ଉଜାଡି ଦେଇଛି ଫନି, ପଲିଥିନ ତଳେ ଏବେ ବି ଦିନ କାଟୁଛନ୍ତି ବାତ୍ୟା ବିପନ୍ନ

mahabharatanews

୨ୟ ବବି ଦାସ !

mahabharatanews

ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ବିପୁଳ ସମ୍ପତ୍ତି, ଚାଲିଛି ରେଡ୍

mahabharatanews