ଓଡିଶା

ପୌରସଂସ୍ଥା ପକ୍ଷରୁ ବଜାର ଉଚ୍ଛେଦ ସମୟରେ ଉତ୍ତେଜନା

ବଡ଼ଶଙ୍ଖ ବଜାରରେ ଉତ୍ତେଜନା। ପୌରସଂସ୍ଥା ପକ୍ଷରୁ ବଜାର ଉଚ୍ଛେଦ ସମୟରେ ଉତ୍ତେଜନା। ଉଚ୍ଛେଦର ୨୪ଘଣ୍ଟା ନପୁରୁଣୁ ଜେସିପି ପୁରାଇ ଭାଙ୍ଗି ପକାଇଲେ ଦୋକାନ। ଲକ୍ଷ୍ୟାଧିକ ଟଙ୍କାର ଫଳ ଓ ପନିପରିବାକୁ ଦଳି ପକାଇଲେ। ମାସିକିଆ ରସିଦ୍ କାଟୁଥିଲେ ମଧ୍ୟ ଟିକିଏ ଦୟା ଦେଖାଇଲାନି ପୌରସଂସ୍ଥା। ଦୋକାନ ଖୋଲିବାକୁ ଟିକେ ବିଳମ୍ବ ହେବାରୁ ପୁଲିସ ଓ ପ୍ରଶାସନ ବାଡ଼େଇ ଥିବା ଆସିଛି ଅଭିଯୋଗ। ରସିଦ୍ କାଟିବାକୁ ଆସୁଥିବା କର୍ମଚାରୀ ବି ବଟି ନେଉଥିବା ଅଭିଯୋଗ। ଜଣେ ୯୦ବର୍ଷୀୟା ବୃଦ୍ଧାଙ୍କୁ ବି ଛାଡ଼ିଲେନି।

Related posts

ବାଲ୍ୟ ବିବାହ ବିରୋଧରେ ସଚେତନତା ଅଭିଯାନ

mahabharatanews

ଆଉ ୧୦ ପୁଲିସ କରୋନା ଯୋଦ୍ଧା ଭୂତାଣୁ ସଂକ୍ରମିତ

mahabharatanews

ରାଉରକେଲାରୁ କୋଲକାତାକୁ ଉଡ଼ିବ ବିମାନ

mahabharatanews