ଓଡିଶା

୭୬ ବର୍ଷରେ ବରଗଡ଼ ଧନୁଯାତ୍ରା

(ବରଗଡ଼) : ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା।୭୬ ବର୍ଷରେ ବରଗଡ଼ ଧନୁଯାତ୍ରା ପହଞ୍ଚିବା ଭିତରେ ୧୦ କଂସଙ୍କ ରାଜୁତି ଏଠି ଖୋଲାମଞ୍ଚରେ ଏଯାଏଁ ଦେଖିବାକୁ ମିଳିଛି।

ସୂଚନାନୁଯାୟୀ , ଚଳିତ ୭୬ତମ ବର୍ଷ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ହୃଷୀକେଶ ଭୋଇ ରାଜୁତି କରିବେ। ଏଥିପାଇଁ ଆଖଡ଼ାରେ ପ୍ରତ୍ୟହ ଅଭ୍ୟାସ ଜାରି ରଖିଛନ୍ତି। ସାଧାରଣ ଡ୍ରାଇଭର ଚାକିରି କରୁଥିବା ହୃଷୀକେଶ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ସଫଳ କରିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଥିବା ସେ କହିଛନ୍ତି।। ୭୬ ବର୍ଷରେ ବରଗଡ଼ ଧନୁଯାତ୍ରା ପହଞ୍ଚିବା ଭିତରେ ୧୦ କଂସଙ୍କ ରାଜୁତି ଏଠି ଖୋଲାମଞ୍ଚରେ ଏଯାଏଁ ଦେଖିବାକୁ ମିଳିଛି। ଲୋକଙ୍କୁ ବେଶ ଆକୃଷ୍ଟ କରୁଛି ।

Related posts

ବଜ୍ରାଘାତରେ ୧୭ ଗୋରୁ ମୃତ ! ଅଳ୍ପକେ ବର୍ତିଲେ ୩ ଗାଈ ଚରାଳି

mahabharatanews

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ଜଣଙ୍କର ମୃତ

mahabharatanews

ଓଡ଼ିଆଙ୍କ ପ୍ରିୟ ବିଶ୍ୱ ପଖାଳ ଦିବସ

mahabharatanews