ଓଡିଶା

୧୧୦ ତମ ବିଜୁ ଜୟନ୍ତୀ ପାଳିତ

ଅସ୍ତରଙ୍ଗ ଛୁରିଆନା ପଞ୍ଚାୟତ ପିର ଜାହାନିଆ ନିକଟରେ କାକଟପୁର ନିର୍ବାଚନମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ପାଳିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା ଯୋଗ ଦେଇ ସନ୍ଧ୍ୟା ସମୟରେ ବିଜୁ ବାବୁଙ୍କ ଫୋଟୋ ଚିତ୍ର ରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ, ପୁରୀ ଜିଲ୍ଲା ପରିଷଦ ଉପାଧକ୍ଷ ସ୍ୱାଧୀନ ନାୟକଙ୍କ ସମେତ ଅସ୍ତରଙ୍ଗ କାକଟପୁର ବ୍ଲକର ଅନେକ ସରପଞ୍ଚ ସମିତିସଭ୍ୟ ଓ ଜିଲ୍ଲା ପରିଷଦ ମାନେ ଯୋଗଦାନ ଦେଇଥିଲେ, ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଅମ୍ଲାନ କୃତିତ୍ୱ ବିଷୟରେ ଆଲୋଚନା ହୋଇଥିବା ବେଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ନିଜ ପତିଆରା ସୃଷ୍ଟି କରିବା ପାଇଁ ଉପସ୍ଥିତ କର୍ମୀଙ୍କୁ ଅତିଥିମାନେ ଭାଷଣ ଚକ୍ରରେ ଆହ୍ୱାନ କରିଥିଲେ.

Related posts

ପାଣୀ ଟାଙ୍କି ଉପରକୁ ଚଢିଗଲା ପ୍ରେମିକ ପ୍ରବର, ପ୍ରେମିକାକୁ କଲା ଭିଡିଓ କଲ୍

mahabharatanews

ଓଡିଶାକୁ ନାହିଁ ବାତ୍ୟାର ଭୟ !

mahabharatanews

ବିନା ସିସିଟିଭି କ୍ୟାମେରାରେ ବାତିଲ ହେବ ପରୀକ୍ଷା କେନ୍ଦ୍ର

mahabharatanews