ଓଡିଶା

କାରଗିଲରେ ଭୁକମ୍ପ ଝଟକା

(ଜମ୍ମୁ): ଲଦାଖସ୍ଥିତ କାରଗିଲରେ ମଙ୍ଗଳବାର ଭୂକମ୍ପ ଅନୁଭୁତ ହୋଇଥିବା ଜଣାପଡ଼ିଛି। ଆଜି ସକାଳ ୫ଟା ୪୫ରେ ଭୂକମ୍ପ ଅନୁଭବ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୪ ରେକର୍ଡ଼ କରାଯାଇଛି। କାରଗିଲ ଠାରୁ ୪୩୫ କିମି ଦୂର ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଭୁକମ୍ପର ଉତ୍ପତ୍ତିସ୍ଥଳ ରହିଥିବା ଜଣାପଡିଛି। ତେବେ ଏଥିରେ କୌଣସି ଧନଜୀବନ ହାନି ହୋଇନଥିବା ସୂଚନା ମିଳିଛି।

Related posts

ଡେଙ୍ଗୁ ଆତଙ୍କ : ୧୮୫ ଜଣ ପଜିଟିଭ ଚିହ୍ନଟ

mahabharatanews

କମନ୍ ପିଜି ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ

mahabharatanews

କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କୁ ୨ ଦିନିଆ ରିମାଣ୍ଡରେ ନେବ 

mahabharatanews