ଓଡିଶା

କାରଗିଲରେ ଭୁକମ୍ପ ଝଟକା

(ଜମ୍ମୁ): ଲଦାଖସ୍ଥିତ କାରଗିଲରେ ମଙ୍ଗଳବାର ଭୂକମ୍ପ ଅନୁଭୁତ ହୋଇଥିବା ଜଣାପଡ଼ିଛି। ଆଜି ସକାଳ ୫ଟା ୪୫ରେ ଭୂକମ୍ପ ଅନୁଭବ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୪ ରେକର୍ଡ଼ କରାଯାଇଛି। କାରଗିଲ ଠାରୁ ୪୩୫ କିମି ଦୂର ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଭୁକମ୍ପର ଉତ୍ପତ୍ତିସ୍ଥଳ ରହିଥିବା ଜଣାପଡିଛି। ତେବେ ଏଥିରେ କୌଣସି ଧନଜୀବନ ହାନି ହୋଇନଥିବା ସୂଚନା ମିଳିଛି।

Related posts

କରୋନା ମୃତ୍ୟୁରେ ବ୍ରେକ ଲାଗୁନି: ପୁଣି ୧୪ ମୃତ

mahabharatanews

 ଜ଼ିରୋ ନାଇଟ ସେଲିବ୍ରେସନ ପାଇଁ ନେବାକୁ ପଡିବ ସ୍ଵତନ୍ତ୍ର ଅନୁମତି 

mahabharatanews

ସ୍ନାନଯାତ୍ରା ନୀତି ନେଇ ଦଶଟି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା

mahabharatanews