ମନୋରଞ୍ଜନ

ଦଶମ ଦିନରେ ‘ଦ କେରଳ ଷ୍ଟୋରି’  

(ମୁମ୍ବାଇ) :  ଅଦା ଶର୍ମାଙ୍କ ଅଭିନୀତ ‘ଦ କେରଳ ଷ୍ଟୋରି’କୁ ନେଇ ବିବାଦ ଲାଗି ରହିଛି।  ଅନେକ ରାଜନୈତିକ ଦଳ ଏହି ଫିଲ୍ମକୁ ବିରୋଧ କରୁଥିବା ବେଳେ  ଫିଲ୍ମକୁ ଦର୍ଶକଙ୍କର ବେଶ୍ ଭଲ ପାଇବା ଖୁବ ମିଳୁଛି । ଦେଶର ଅନେକ ସିନେମା ଘର ହାଉସଫୁଲ୍ ରହିଥିଲା । ତେବେ ଏହାରି ମଧ୍ୟରେ ଦଶମ ଦିନରେ ପହଞ୍ଚିଛି   ।

‘ଦ କେରଳ ଷ୍ଟୋରି’ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ବହୁ ଦର୍ଶକଙ୍କୁ ଆକର୍ଷିତ କରୁଛି । ଏହା ସହିତ ଏହାର ଆୟ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଏଥି ସହିତ ଫିଲ୍ମ ରିଲିଜର ଦଶମ ଦିନର ଆୟ ମଧ୍ୟ ପ୍ରକାଶ ପାଇଛି ।

Related posts

ରିଲିଜ ହେଲା ‘ଦ କଶ୍ମୀର ଫାଇଲ୍ସ ଅନ୍‌ରିପୋର୍ଟଟେଡ୍‌’ର ଟ୍ରେଲର 

mahabharatanews

ଅଫେରା ରାଇଜରେ ରାଜେଶ୍ୱରୀ

mahabharatanews

ସଲମାନଙ୍କ ପାଇଁ ନିଜ ନାମ ବଦଳାଇ ଦେଇଥିଲେ ଅଭିନେତ୍ରୀ କିଆରା ଆଡଭାନୀ

mahabharatanews