ଓଡିଶା

 ଜୁନ ମାସ ୯ ତାରିଖରୁ ରାଜ୍ୟବାସୀଙ୍କୁ ମାଗଣା ବିଜୁଳି 

(ଭୁବନେଶ୍ୱର) : ଜୁନ ମାସ ୯ ତାରିଖରୁ ରାଜ୍ୟବାସୀଙ୍କୁ ମିଳିବ ମାଗଣା ବିଜୁଳି । ରାଉରକେଲାର ରଘୁନାଥପାଲ୍ଲୀରେ ଆୟୋଜିତ ଏକ ଜନସଭାରେ ଯୋଗ ଦେଇ ଏନେଇ ସୂଚନା ଦେଇଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ତିଆନ ।

ସେ କହିଛନ୍ତି, ମାଗଣା ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ ମାସରୁ ଆଉ ବଦ୍ୟୁତ ଉପଭୋକ୍ତାଙ୍କୁ ବଦ୍ୟୁତ ବିଲ୍ ଦେହବା ପାଇଁ ପଡିବ ନାହିଁ । ତେବେ ଏହା ନବୀନ ସରକାରଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ୫ଟି  ଅଧ୍ୟକ୍ଷ କାର୍ତ୍ତିକ ପାଣ୍ତିଆନ । ନିର୍ବାଚନ ଆସୁଥିବାରୁ ପ୍ରତି ଦଳ ନିଜର ବଳ ଦେଖାଇବା ଆରମ୍ଭ କରିଛନ୍ତି ।

Related posts

ସହିଦ ଯବାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି, ଘୋଷଣା କଲେ ୨୫ ଲକ୍ଷ ଟଙ୍କା ଲେଖା ଅନୁକମ୍ପା ରାଶି

mahabharatanews

୨୩ରୁ ଖୋଲିବ ଧର୍ମାନୁଷ୍ଠାନ

mahabharatanews

ଯୋଗ ଶିବିର ସହ ୩୧ଟି ଯଜ୍ଞ କୁଣ୍ଡୟ ବିଶ୍ବ ଶାନ୍ତି ମହାଯଜ୍ଞ ଓ ବୈଦିକ ପ୍ରବଚନ

mahabharatanews