ଖେଳ

କଳାକୃତିରେ ଭାରତୀୟ ଖେଳାଳୀଙ୍କୁ ଶୁଭେଚ୍ଛା

        ପୁରୀ (ମହାଭାରତ): ଟୋକିଓରେ ଆରମ୍ଭ ହୋଇଯାଇଛି ୩୨ତମ ଅଲିମ୍ପିକ୍ସ । ୨୦୨୧ ଅଲିମ୍ପିକ୍ସ କ୍ରୀଡା ପ୍ରତିଯୋଗିତାକୁ ନେଇ ଓଡିଶାର ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ଏକ ନିଆରା ମଳାକୃତି । ପୁରୀ ସମୁଦ୍ର ବେଳାଭୂମିରେ ଭାରତୀୟ ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇ ସେ ଏକ ବଲୁକା କଳା ତିଆରି କରିଛନ୍ତି । ଏଥିରେ ଅଲିମ୍ପିକ୍ସର ଲୋଗୋ ସହିତ ଗୁଡ ଲକ ବୋଲି ଲେଖାଯାଇଛି । ଆଜିଠୁ ଟୋକିଓରେ ଅଲିମ୍ପିକ୍ସ କ୍ରୀଡା ଆରମ୍ଭ ହେଉଛି । ତେଣୁ ବାଲୁକା କଳାରେ ସୁଦର୍ଶନ ଭାରତୀୟ ଖେଳାଳୀମାନଙ୍କୁ ପ୍ରେତ୍ସାହନ କରିଛନ୍ତି ।

Related posts

ଟି-୨୦ ଆନ୍ତର୍ଜାତିକରୁ ମୁସଫିକର ରହିମଙ୍କ ଅବସର

mahabharatanews

କ୍ରିକେଟ ଦୂନିଆରେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ବାପ-ପୁଅ ଯୋଡ଼ି

mahabharatanews

ଖରାପ ଫର୍ମ ଓ ଫିଟନେସ୍ କାରଣ ଯୋଗୁଁ କ୍ରିକେଟକୁ ଆଲବିଦା କଲେ ମୋର୍ଗାନ

mahabharatanews