ଓଡିଶା

କ୍ରାଫ୍ଟ ଭିଲେଜ ବୁଲି ଦେଖିଲେ ରାଜ୍ୟପାଳ

ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ଗସ୍ତରେ ଥିବା ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଆଜି ପଦ୍ମ ବିଭୂଷଣ ସୁଦର୍ଶନ ସାହୁଙ୍କ କ୍ରାଫ୍ଟ ଭିଲେଜ ପରିଦର୍ଶନରେ ପହଞ୍ଚିଛନ୍ତି । ପୁରୀ ଷ୍ଟେସନ ରୋଡରେ ଥିବା ଏହି ଆକର୍ଷଣୀୟ ହସ୍ତଶିଳ୍ପ ସାମଗ୍ରୀ ସ୍ଥାନ ପରିଦର୍ଶନ କରି ରାଜ୍ୟପାଳ ବେଶ ଖୁସି ହୋଇଥିଲେ । ବିଶେଷ କରି ସୁଦର୍ଶନ ସାହୁଙ୍କ ହସ୍ତଶିଳ୍ପ କଳାକୁ ଉଚ୍ଚ ପ୍ରଶଂସା କରିଥିଲେ ମାନ୍ୟବର ରାଜ୍ୟପାଳ । ୪ ଦିନିଆ ପୁରୀ ଭ୍ରମଣରେ ଆସିଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଗତକାଲି ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଙ୍କୁ ଦର୍ଶନ କରିଥିଲେ ।

Related posts

ଜାମିନ ନାମଞ୍ଜୁର: ୭ ତାରିଖ ଯାଏ ବିଚାରବିଭାଗୀୟ ହେପାଜତ ରହିବେ ଦେବଗଡ ବିଧାୟକ

mahabharatanews

ୟୋଲୋ ୱାର୍ଣ୍ଣିଙ୍ଗ୍ ଜାରି କଲା ପାଣିପାଗ ବିଭାଗ

mahabharatanews

୧୦ରେ ରାଜ୍ୟବ୍ୟାପି ବସ୍‌ ଧର୍ମଘଟ

mahabharatanews