ଓଡିଶା

‘ଲକ୍ଷଣ ଦେଖାଗଲେ ପରୀକ୍ଷା କରନ୍ତୁ’: ଜନ ସ୍ୱାସ୍ଥ୍ୟ ନିର୍ଦେଶକ

(ଭୁବନେଶ୍ୱର) : କୋଭିଡ ଲକ୍ଷଣ ଦେଖାଗଲେ ପରୀକ୍ଷା କରିବା ପାଇଁ ଅପିଲ କଲେ ଜନ ସ୍ୱାସ୍ଥ୍ୟ ନିର୍ଦେଶକ। ଆବଶ୍ୟକ ପଡିଲେ ପରୀକ୍ଷା ସେଣ୍ଟର ବଢ଼ାଯିବ।ମାସ୍କ ବାଧ୍ୟତା ମୂଳକ ପାଇଁ ଗାଇଡ଼ଲାଇନ ଆସିନାହିଁ। ଏ ପର୍ଯ୍ୟନ୍ତ ଓଡ଼ିଶାରେ କୋଭିଡ ଚି଼ହ୍ନଟ ହୋଇନାହିଁ, କିନ୍ତୁ ଟେଷ୍ଟିଙ୍ଗ ଜାରି ରହିଛି। ଏପରି କିଛି କହିଛନ୍ତି  ଜନ ସ୍ୱାସ୍ଥ୍ୟ ନିର୍ଦେଶକ ।

ସୂଚନାନୁଯାୟୀ , ଭାରତ ସରକାରଙ୍କ ନିର୍ଦେଶନାମା ସହ ଅନ୍ତର୍ଜାତୀୟ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଆମେ ସତର୍କ ରହିବା। ସର୍ଭିଲାନ୍ସ ବଢ଼ାଇବା ସହ ସତର୍କ ରହିବା। ଲକ୍ଷଣ ଦେଖା ହେଲେ ପରୀକ୍ଷା କରନ୍ତୁ। ଟେଷ୍ଟିଙ୍ଗ ବଢ଼ିବା ପାଇଁ ବ୍ୟବସ୍ଥା କରାଯିବ। ଭାରତରେ ଯେତିକି ଲୋକ ପଜିଟିଭ ଆସିଛନ୍ତି, ସେଥିମଧ୍ୟରୁ ୯୮% ରୁ ଅଧିକ ଲୋକ ଘରେ ରହି ଚିକିତ୍ସିତ ହେଉଛନ୍ତି।

Related posts

ରାୟଗଡ଼ା ରେ ବିଂଶତମ ଜିଲ୍ଲା ଯୋଜନା କମିଟିର ବୈଠକ

mahabharatanews

କେନ୍ଦୁଝର ଜିଲ୍ଲାକୁ ନୀତି ଆୟୋଗର ପ୍ରଶଂସା

mahabharatanews

ଆଉ ୧୫ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews