ଓଡିଶା

ଭଲ ନ ଲାଗିବାରୁ ଭାଙ୍ଗି ଦେଲି

ପୁରୀ/ଜୟନ୍ତ କୁମାର ସେଠୀ : ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗା ଘଟଣା ରେ ଜଣେ ଵ୍ୟକ୍ତିକୁ ପୁରୀ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଜେ ମହାପାତ୍ର ଓ ସେ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର । ପୁରୀ ଏସପି କେ ଵିଶାଲ ସିଂହ ସୂଚନା ଅନୁଯାୟୀ ଅଭିଯୁକ୍ତ ଜେ ମହାପାତ୍ର କହିଛି ତାକୁ ଭଲ ନ ଲାଗିବା ରୁ ସେ ଚୂଲି ଭାଙ୍ଗି ଦେଇ ଥିଲେ । ତେବେ ଘଟଣା ପଛରେ କଣ ପ୍ରକୃତ କାରଣ ରହିଛି ଓ ଅଭିଯୁକ୍ତର ମାନସିକ ଅଵସ୍ଥା ଭଲ ଅଛି କି ନାହିଁ ସେ ନେଇ ପୋଲିସ ଅଧିକ ତଦନ୍ତ କରିବ । ସିସିଟିଭି ଫୁଟେଜ ଆଧାର ରେ ଅଭିଯୁକ୍ତ କୁ ଚିହ୍ନଟ କରାଯାଇ ଗତକାଲି ଖୋର୍ଦ୍ଧା ରୁ ଜେ ମହାପାତ୍ର କୁ ଧରାଯାଇ ଥିଲା ।

Related posts

ଅବ୍ୟବସ୍ଥାରେ ଚାଲିଛି ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର

mahabharatanews

ରେଭେନ୍ସା ପିକ୍ନିକ୍ ବସ ଦୁର୍ଘଟଣାଗ୍ରସ୍ତ, ୩୫ ଛାତ୍ରଛାତ୍ରୀ ଆହତ

mahabharatanews

ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ ୨୦୨୨ର ଉଦଘାଟନୀ ଉତ୍ସବ

mahabharatanews