ଓଡିଶା

ଭଲ ନ ଲାଗିବାରୁ ଭାଙ୍ଗି ଦେଲି

ପୁରୀ/ଜୟନ୍ତ କୁମାର ସେଠୀ : ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗା ଘଟଣା ରେ ଜଣେ ଵ୍ୟକ୍ତିକୁ ପୁରୀ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଜେ ମହାପାତ୍ର ଓ ସେ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର । ପୁରୀ ଏସପି କେ ଵିଶାଲ ସିଂହ ସୂଚନା ଅନୁଯାୟୀ ଅଭିଯୁକ୍ତ ଜେ ମହାପାତ୍ର କହିଛି ତାକୁ ଭଲ ନ ଲାଗିବା ରୁ ସେ ଚୂଲି ଭାଙ୍ଗି ଦେଇ ଥିଲେ । ତେବେ ଘଟଣା ପଛରେ କଣ ପ୍ରକୃତ କାରଣ ରହିଛି ଓ ଅଭିଯୁକ୍ତର ମାନସିକ ଅଵସ୍ଥା ଭଲ ଅଛି କି ନାହିଁ ସେ ନେଇ ପୋଲିସ ଅଧିକ ତଦନ୍ତ କରିବ । ସିସିଟିଭି ଫୁଟେଜ ଆଧାର ରେ ଅଭିଯୁକ୍ତ କୁ ଚିହ୍ନଟ କରାଯାଇ ଗତକାଲି ଖୋର୍ଦ୍ଧା ରୁ ଜେ ମହାପାତ୍ର କୁ ଧରାଯାଇ ଥିଲା ।

Related posts

କରୋନା ସତର୍କତା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସଜାଗ

mahabharatanews

ବିଜେପି ପକ୍ଷରୁ ସାମ୍ଵାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ

mahabharatanews

କୋଟିଆରେ ଆନ୍ଧ୍ର ଅନୁପ୍ରବେଶ ନେଇ ସରକାରଙ୍କ ପାଖରେ ତଥ୍ୟ ନାହିଁ

mahabharatanews