ମନୋରଞ୍ଜନ

ମାଡ଼ ମାରି ଟ୍ରୋଲ ହେଲେ ଜ୍ୟାକି ଶ୍ରଫ

(ମୁମ୍ବାଇ) : ପ୍ରଶଂସକଙ୍କୁ ମାଡ଼ ମାରି ଟ୍ରୋଲ ହେଲେ ବଲିଉଡ ଅଭିନେତା ଜ୍ୟାକି ଶ୍ରଫ। ତେବେ ସେ ପ୍ରଶଂସକଙ୍କ ସହ ସେ ଥଟ୍ଟା ମଜା କରୁଥିବାର ମଧ୍ୟ ଦେଖିବାକୁ ମିଳେ। ହେଲେ ଏବେ ଯେଉଁ ଭିଡିଓ ଭାଇରାଲ ହୋଇଛି ତାହା ଲୋକଙ୍କୁ ପସନ୍ଦ ଆସିନଥିବା ଦେଖାଯାଇଛି।

ଭିଡିଓନୁଯାୟୀ , ଜ୍ୟାକି ହାତରେ ୨ଟି ଚାରାଗଛ ଧରିଛନ୍ତି। ଏହି ସମୟରେ ଜଣେ ଯୁବକ ସେଲଫି ନେବାକୁ ଆସିବାରୁ ସେ ତାଙ୍କ ମୁଣ୍ଡକୁ ଥଟ୍ଟାରେ ମାଡ଼ ମାରି ବାମପଟେ ଛିଡା ହେବାକୁ କହୁଛନ୍ତି। ଏହା ପରେ ସେ ଯୁବକଙ୍କ ସହ ଫଟୋ ଉଠାଉଛନ୍ତି। ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଏବେ ବିରକ୍ତି ପ୍ରକାଶ କରିଛନ୍ତି ପ୍ରଶଂସକ।

Related posts

‘କେଜିଏଫ୍ ୨’ କୁ ମାତ ଦେବ ‘ପୁଷ୍ପା: ଦ ରୁଲ୍’

mahabharatanews

୨୫୦ କୋଟି ଆୟ କଲା ସନି ଦେଓଲଙ୍କ ‘ଗଦର ୨’ !

mahabharatanews

 ମାର୍ଚ୍ଚରୁ ଆରମ୍ଭ ହେବ ଭୁଲ ଭୁଲୈୟା’-୩ର ସୁଟିଂ

mahabharatanews